Base Word
πατρίς
Short Definitiona father-land, i.e., native town; (figuratively) heavenly home
Long Definitionone's native country
Derivationfrom G3902
Same asG3902
International Phonetic Alphabetpɑˈtris
IPA modpɑˈtris
Syllablepatris
Dictionpa-TREES
Diction Modpa-TREES
Usage(own) country

Matthew 13:54
ସେ କେଉଁଠି ପ୍ରତିପାଳିତ ହାଇେଥିଲେ ସଠାେକୁ ଗଲେ। ସଠାେରେ ୟିହୁଦୀ ସମାଜଗୃହ ରେ ଉପଦେଶ ଦବୋ ଆରମ୍ଭ କରି ଦେଲେ,ଯାହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ ଏବଂ କହିଲେ, ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା?

Matthew 13:57
ସହେି ଲୋକମାନେ ଯୀଶୁଙ୍କ ସ୍ବୀକାର କଲନୋହିଁ। ଯୀଶୁ ସେ ଲୋକମାନଙ୍କୁ କହିଲେ, ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ଲୋକେ ସମ୍ମାନ ଦଅନ୍ତି। କିନ୍ତୁ ନିଜ ସହର ରେ ଓ ତାହାଙ୍କ ନିଜ ପରିବାର ରେ ଜଣେ ଭବିଷ୍ଯଦ୍ବକ୍ତା ସମ୍ମାନ ପାଏ ନାହିଁ।

Mark 6:1
ଯୀଶୁ ସେ ସ୍ଥାନ ଛାଡି ନିଜ ଜନ୍ମ ସହରକୁ ଗଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଗଲେ।

Mark 6:4
ତେଣୁ ଯୀଶୁ ଲୋକମାନଙ୍କୁ କହିଲେ, ଅନ୍ୟମାନେ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ସମ୍ମାନ ଦଇେଥା'ନ୍ତି। କିନ୍ତୁ ତାହାଙ୍କ ନିଜ ସହର ଲୋକେ, ତାହାଙ୍କର ସମ୍ପର୍କୀୟମାନେ ଓ ତାହାଙ୍କ ନିଜ ପରିବାରର ଲୋକମାନେ ତାହାଙ୍କୁ ସମ୍ମାନ କରନ୍ତି ନାହିଁ।

Luke 4:23
ଯୀଶୁ ସମାନଙ୍କେୁ କହିଲେ, ମୁଁ ଜାଣିଛି ଯେ, ତୁମ୍ଭମାନେେ ମାେତେ ସହେି ପୁରୁଣା ଉକ୍ତିଟି କହିବ, 'ଆ ରେ ବଇଦ, ଆଗ ନିଜକୁ ଭଲ କର।' ତୁମ୍ଭେ କହିବିକୁ ଚାହୁଁଛ, କଫର୍ନାହୂମ ରେ ତୁମ୍ଭେ ଯାହା ସବୁ କରୁଛ ବୋଲି ଆମ୍ଭମାନେେ ଶୁଣିଛୁ, ସହେିସବୁ ଏବେ ନିଜ ପୈତୃକ ନଗର ରେ ମଧ୍ଯ କର।

Luke 4:24
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, କୌଣସି ଭବିଷ୍ଯଦ୍ବକ୍ତାକୁ ନିଜ ନଗର ରେ ଗ୍ରହଣ କରାଯାଏ ନାହିଁ।

John 4:44
ଯୀଶୁ ପୂର୍ବରୁ କହିଥିଲେ ଯେ ଜଣେ ଭାବବାଦୀ ନିଜ ଦେଶ ରେ ସମ୍ମାନ ପାଏନାହିଁ।

Hebrews 11:14
ଯେଉଁ ଲୋକମାନେ ସହେିଭଳି କଥା ମାନି ନିଅନ୍ତି, ସମାନେେ ସମାନଙ୍କେର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்