Luke 20:23
କିନ୍ତୁ ଯୀଶୁ ଜାଣିଥିଲେ ଯେ ଏହି ଲୋକମାନେ ତାହାଙ୍କୁ ଫାନ୍ଦ ରେ ପକାଇବାକୁ ଚାହୁଁଛନ୍ତି। ତେଣୁ ଯୀଶୁ ସମାନଙ୍କେୁ କହିଲେ,
1 Corinthians 3:19
କାହିଁକି କାରଣ ପରମେଶ୍ବରଙ୍କ ଦୃଷ୍ଟି ରେ ଜାଗତିକ ଜ୍ଞାନ ପ୍ରକୃତ ରେ ମୂର୍ଖତା ଅଟେ। ଶାସ୍ତ୍ର କୁ ହେ ; ଯେତବେେଳେ ଜ୍ଞାନୀମାନେ ନିଜ ଚତୁରତା ରେ ବ୍ଯବହାର କରନ୍ତି, ପରମେଶ୍ବର ସେତବେେଳେ ସମାନଙ୍କେୁ ଧରନ୍ତି।
2 Corinthians 4:2
ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ୟ୍ଯଗୁଡ଼ିକୁ ଛାଡ଼ି ଦଇେଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ବରଙ୍କ ବାକ୍ଯ ରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ଯକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହାଦ୍ବାରା ଲୋକମାନଙ୍କଠା ରେ ଆମ୍ଭେ ନିଜର ବ୍ଯକ୍ତିତ୍ବ ପ୍ରତିପାଦନ କରୁଛୁ, ଯାହା ଦ୍ବାରା ସମସ୍ତେ ନିଜ ହୃଦୟ ରେ ଜାଣି ପାରିବେ ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭମାନେେ ସତ୍ଯ ବାକ୍ଯ ପ୍ରଚାର କରୁଅଛୁ।
2 Corinthians 11:3
ସେ କବଳେ ତୁମ୍ଭମାନଙ୍କର ସ୍ବାମୀ ହବେେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବ୍ବା ସର୍ପର ପ୍ରବଞ୍ଚନା ଦ୍ବାରା ପ୍ରଭାବିତ ହାଇେଥିଲା, ସହେି ଭଳି ତୁମ୍ଭମାନଙ୍କ ମନ ମଧ୍ଯ ଖ୍ରୀଷ୍ଟଙ୍କ ପ୍ରତି ସତ୍ଯ ଓ ପବିତ୍ର ସମର୍ପଣ ଠାରୁ ଦୂରକୁ ଚାଲି ୟିବ।
Ephesians 4:14
ତା ହେଲେ ଆମ୍ଭେ ଆଉ ଶିଶୁ ହାଇେ ରହିବା ନାହିଁ। ସମୁଦ୍ର ରେ ଜାହାଜ ଲହରୀ ହତେୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରେତ୍ୟକକ ପ୍ରକାରର ନୂତନ ଉପଦେଶ ଦ୍ବାରା ଆମ୍ଭେ ଏଣତେଣେେ ଆଉ ଭାସି ୟିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନା ରେ ଛନ୍ଦନ୍ତି,
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்