No lexicon data found for Strong's number: 3809

Ephesians 6:4
ହେ ପିତାମାନେ ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦଇେ ସମାନଙ୍କେୁ ପ୍ରତିପାଳନ କର।

2 Timothy 3:16
ସବୁ ଶାସ୍ତ୍ର ପରମେଶ୍ବରଙ୍କ ଦ୍ବାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପ ଯୋଗୀ ଅଟେ।

Hebrews 12:5
ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଗଣ ହାଇେଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ବନାର ବାକ୍ଯ କୁହନ୍ତି। ତୁମ୍ଭମାନେେ ସହେି ବାକ୍ଯଗୁଡ଼ିକୁ ଭୁଲି ଯାଇଛ :

Hebrews 12:7
ଅତଏବ ପ୍ରେତ୍ୟକକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତାର ପୁତ୍ର ପ୍ରତି ଯଭେଳି ବ୍ଯବହାର କରେ, ପରମେଶ୍ବର ତୁମ୍ଭମାନଙ୍କ ପ୍ରତି ସପରେି ବ୍ଯବହାର କରନ୍ତି।

Hebrews 12:8
ପ୍ରେତ୍ୟକକ ପୁତ୍ର ପିତା ଦ୍ବାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭମାନେେ କବେେ ଦଣ୍ଡ ପାଇ ନାହଁ ପ୍ରେତ୍ୟକକ ପୁତ୍ର ଦଣ୍ଡ ପାଇବା ଉଚିତ, ତାହାହେଲେ ତୁମ୍ଭମାନେେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ।

Hebrews 12:11
ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳ ରେ, ଦଣ୍ଡ ପାଇବା ଦ୍ବାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்