Base Word
οὔπω
Short Definitionnot yet
Long Definitionnot yet
Derivationfrom G3756 and G4452
Same asG3756
International Phonetic Alphabetˈu.po
IPA modˈu.pow
Syllableoupō
DictionOO-poh
Diction ModOO-poh
Usagehitherto not, (no...) as yet, not yet

Matthew 15:17
ତୁମ୍ଭେ କ'ଣ ଜାଣିନ ଯେ, ଯେଉଁଖାଦ୍ୟ ଜଣେ ଲୋକର ପାଟି ଭିତରକୁ ଯାଏ, ତାହା ପଟେ ଭିତରକୁ ଯାଏ ଓ ପରିଶଷେ ରେ ଦହରେୁ ବାହାରିଯାଏ।

Matthew 16:9
ଏବେ ସୁଦ୍ଧା ତୁମ୍ଭେ କ'ଣ ବୁଝି ପାରୁନ? ପାଞ୍ଚଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନକେ ଟୋକଇେ ରେ ଭର୍ତ୍ତି କରିଥିଲ।

Matthew 24:6
ତୁମ୍ଭମାନେେ ୟୁଦ୍ଧ ବିଷୟ ରେ ଓ ୟୁଦ୍ଧର ଗୁଜବ ବିଷୟ ରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।

Mark 8:17
ସମାନେେ କ'ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସମାନଙ୍କେୁ କହିଲେ, ରୋଟୀ ନାହିଁ ବୋଲି ତୁମ୍ଭମାନେେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭମାନେେ ଦେଖି ପାରୁନ କି ବୁଝି ପାରୁନ?

Mark 13:7
ତୁମ୍ଭେ ୟୁଦ୍ଧ ବିଷୟ ରେ କିମ୍ବା ୟୁଦ୍ଧ ଚାଲିଥିବା ବିଷୟ ରେ ଉଡା ଖବର ଶୁଣି ଭୟଭୀତ ହାଇେ ୟିବନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।

John 2:4
ଯୀଶୁ ଉତ୍ତର ଦେଲେ, ପ୍ରିୟ ନାରୀ, କ'ଣ କରିବାକୁ ହବେ, ଏହା ତୁମ୍ଭେ ମାେତେ କହିବା ଉଚିତ ନୁହେଁ। ମାରେ ସମୟ ଏପର୍ୟ୍ଯନ୍ତ ଆସି ନାହିଁ।

John 3:24
ଯୋହନ କାରାଗାର ରେ ବନ୍ଦୀ ହବୋ ପୂର୍ବରୁ ଏସବୁ ଘଟିଥିଲା।

John 7:6
ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ୟିବା) ପାଇଁ ସମସ୍ତ ସମୟ ଉପୟୁକ୍ତ।

John 7:8
ତେଣୁ ତୁମ୍ଭମାନେେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ୟିବି ନାହିଁ। ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ।

John 7:8
ତେଣୁ ତୁମ୍ଭମାନେେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ୟିବି ନାହିଁ। ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்