Base Word
ὅλος
Short Definition"whole" or "all", i.e., complete (in extent, amount, time or degree), especially (neuter) as noun or adverb
Long Definitionall, whole, completely
Derivationa primary word
Same as
International Phonetic Alphabetˈho.los
IPA modˈow.lows
Syllableholos
DictionHOH-lose
Diction ModOH-lose
Usageall, altogether, every whit, + throughout, whole

Matthew 1:22
ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।

Matthew 4:23
ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।

Matthew 4:24
ସମଗ୍ର ସୁରିଯା ଦେଶ ରେ ତାହାଙ୍କର ସମାଗ୍ଭର ବ୍ଯାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡା ରେ ଭୋଗୁଥିଲେ, ଯାଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛା ରୋଗୀ ଓ ପକ୍ଷଘାତ ରୋଗୀ ଥିଲେ, ସମାନେେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

Matthew 5:29
ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର

Matthew 5:30
ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗି ଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କ ରେ ପଡିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହାଇଯେିବା ଭଲ।

Matthew 6:22
ଆଖି ଶରୀର ପାଇଁ ଆଲୋକ ସ୍ବରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହବେ।

Matthew 6:23
କିନ୍ତୁ ତୁମ୍ଭର ଆଖି ଯଦି ଖରାପ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଅନ୍ଧକାରମୟ ହାଇୟିବେ। ତୁମ୍ଭ ଭିତରର ସହେି ଏକମାତ୍ର ଆଲୋକ ଯଦି ଅନ୍ଧକାରମୟ ହାଇଯୋଏ ତବେେ ସେ ଅନ୍ଧକାର କେତେ ଘନୀଭୁତ ନ ହବେ!

Matthew 9:26
ଏ ଖବର ସହେି ଅଞ୍ଚଳ ସାରା ବ୍ଯାପିଗଲା।

Matthew 9:31
କିନ୍ତୁ ଅନ୍ଧ ଦୁ ହେଁ ଓ ଖବର ସେ ଅଞ୍ଚଳ ସାରା ପ୍ରଚାର କରି ଦେଲେ।

Matthew 13:33
ତା'ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: ସ୍ବର୍ଗରାଜ୍ଯ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ ପାତ୍ର ରେ ଥିବା ଅଟା ରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବା ରେ ଖମୀର କାମ ଦଲୋ।

Occurences : 112

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்