Base Word
ὁλοκαύτωμα
Short Definitiona wholly-consumed sacrifice ("holocaust")
Long Definitiona whole burnt offering
Derivationfrom a derivative of a compound of G3650 and a derivative of G2545
Same asG2545
International Phonetic Alphabetho.loˈkɑβ.to.mɑ
IPA modow.lowˈkɑf.tow.mɑ
Syllableholokautōma
Dictionhoh-loh-KAV-toh-ma
Diction Modoh-loh-KAF-toh-ma
Usage(whole) burnt offering

Mark 12:33
ପ୍ରକୃତ ରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦଇେ ପରମେଶ୍ବରଙ୍କୁ ପ୍ ରମେ କରିବାକୁ ହବେ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ଯ ସପରେି ଭଲ ପାଇବାକୁ ହବେ। ଆମ୍ଭେ ପରମେଶ୍ବରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସହେି ଗୁଡିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ବପୂର୍ଣ୍ଣ।

Hebrews 10:6
ହାମବେଳି ଓ ପାପାର୍ଥକ ବଳି ରେ ତୁମ୍ଭେ ଖୁସି ହୁଅ ନାହିଁ। ବଳି ଦ୍ବାରା ପାପହରଣ କଥାର ମଧ୍ଯ ତୁମ୍ଭେ ଖୁସି ନୁହଁ।

Hebrews 10:8
ଏହି ଶାସ୍ତ୍ର ରେ ସେ ପ୍ରଥମେ କହିଥିଲେ, ତୁମ୍ଭେ ବଳି ଓ ନବୈେଦ୍ଯମାନ ଚାହଁ ନାହିଁ। ତୁମ୍ଭେ ହାମବେଳି ଦ୍ବାରା ବା ପାପହରଣ ହବୋ ପାଇଁ ଦିଆଯାଉଥିବା ବଳିଗୁଡ଼ିକ ଦ୍ବାରା ପ୍ରସନ୍ନ ହୁଅ ନାହିଁ। ବ୍ଯବସ୍ଥା ଆଜ୍ଞା ଦିଏ ଏହି ବଳିଦାନ ପାଇଁ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்