Base Word
ξύλον
Short Definitiontimber (as fuel or material); by implication, a stick, club or tree or other wooden article or substance
Long Definitionwood
Derivationfrom another form of the base of G3582
Same asG3582
International Phonetic Alphabetˈk͡sy.lon
IPA modˈk͡sju.lown
Syllablexylon
DictionKSOO-lone
Diction ModKSYOO-lone
Usagestaff, stocks, tree, wood

Matthew 26:47
ଯୀଶୁ ଏହି କଥା କହୁଥିବା ସମୟରେ ୟିହୂଦା ସଠାେକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଥିଲା। ୟିହୂଦା ଙ୍କ ସହିତ ମଧ୍ଯ ଅନକେ ଲୋକ ଥିଲେ। ୟିହୂଦା ଓ ସହେି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସମାନଙ୍କେୁ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ପଠାଇଥିଲେ।

Matthew 26:55
ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସର ରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତବେେଳେ ତୁମ୍ଭେ ମାେତେ ବନ୍ଦୀ କରିଲନାହିଁ।

Mark 14:43
ଯୀଶୁ ଏହି କଥା କହୁଥିବା ସମୟରେ ଯିହୁଦା ଆସି ସଠାେରେ ପହଞ୍ଚିଲା। ସେ ବାରଜଣ ପ୍ ରରେିତଙ୍କ ମଧିଅରେ ଜଣେ ଥିଲା। ତା ସାଙ୍ଗ ରେ ଆନକେ ଲୋକ ଥିଲେ। ସହେି ଲୋକମାନଙ୍କୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ୟିହୁଦୀ ନେତାମାନେ ପଠାଇଥିଲେ। ୟିହୂଦା ଓ ସହେି ଲୋକମାନେ ହାତ ରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।

Mark 14:48
ଯୀଶୁ ସହେି ଲୋକମାନଙ୍କୁ କହିଲେ, ମୁଁ କ'ଣ ଜଣେ ଅପରାଧୀ ଯେ ତୁମ୍ଭମାନେେ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ଧରି ନବୋକୁ ଆସିଛ?

Luke 22:52
ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥି ରେ ପ୍ରଧାନ ଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ଯମାନେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ?

Luke 23:31
ବର୍ତ୍ତମାନ ସମୟରେ ଯେତବେେଳେ ଜୀବନ ଭଲ ରେ କଟୁଛି, ସେତବେେଳେ ଲୋକେ ଯଦି ଏଭଳି ବ୍ଯବହାର କରିବେ, ତବେେ ଯେତବେେଳେ ଖରାପ ସମୟ ଆସିବ, ସେତବେେଳେ ଅବସ୍ଥା କ'ଣ ହବେ?

Acts 5:30
ତୁମ୍ଭମାନେେ ଯେଉଁ ଯୀଶୁଙ୍କୁ କୃଶ ରେ ଝୁଲଇେ ହତ୍ଯା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ବର ମୃତ୍ଯୁରୁ ଉଠାଇଛନ୍ତି।

Acts 10:39
ଯୀଶୁ ୟିହୂଦା ଦେଶ ରେ ଓ ୟିରୂଶାଲମ ରେ ଯାହାସବୁ କରିଥିଲେ ସହେିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସମାନେେ ତାହାଙ୍କୁ ବଧକଲେ। କାଠ ନିର୍ମିତ କୃଶ ରେ ସମାନେେ ତାହାଙ୍କୁ ଚ଼ଢ଼ାଇ ହତ୍ଯା କଲେ।

Acts 13:29
ତାହାଙ୍କ ବିଷୟ ରେ ସବୁ ଲଖାେ ହାଇେଥିବା ଘଟଣାମାନ ପୂର୍ଣ୍ଣ ହେଲା ପରେ ସମାନେେ ତାହାଙ୍କୁ କୃଶରୁ ଓହ୍ଲାଇ ଆଣି କବର ମଧିଅରେ ରଖି ଦେଲେ।

Acts 16:24
ସେ ଏପରି ଆଦେଶ ପାଇ ସମାନଙ୍କେୁ ଭିତର କୋଠରୀ ଭିତ ରେ ରଖି ଦେଲେ। ସେ ସମାନଙ୍କେର ଗୋଡ଼ ବଡ଼ ବଡ଼ କାଠ ଗଣ୍ଡି ସହିତ ବାନ୍ଧି ପକାଇ ଦେଲେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்