Base Word
νικάω
Short Definitionto subdue (literally or figuratively)
Long Definitionto conquer
Derivationfrom G3529
Same asG3529
International Phonetic Alphabetniˈkɑ.o
IPA modniˈkɑ.ow
Syllablenikaō
Dictionnee-KA-oh
Diction Modnee-KA-oh
Usageconquer, overcome, prevail, get the victory

Luke 11:22
କିନ୍ତୁ, ଯେତବେେଳେ ତା'ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆ ସେ ଓ ତା' ଉପରେ ଆକ୍ରମଣ କରି ତାକୁ ହ ରଇେ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସହେି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡିକୁ ଅଧିକତର ବଳବାନ ଲୋକଟି ଛଡଇେ ନିଏ ଓ ତାହାର ଜିନିଷଗୁଡିକୁ ଯାହା ଇଚ୍ଛା ତାହା କରେ।

John 16:33
ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।

Romans 3:4
କବେେ ନୁହେଁ। ଯଦି ପ୍ରେତ୍ୟକକ ଲୋକ ଅସତ୍ ହୁଅନ୍ତି, ତବେେ ମଧ୍ଯ ପରମେଶ୍ବର ସତ୍ଯ ହାଇେ ରହିବେ। ଶାସ୍ତ୍ର ରେ ଲଖାେ ଅଛି ଯେ:

Romans 12:21
ମନ୍ଦ ଦ୍ବାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।

Romans 12:21
ମନ୍ଦ ଦ୍ବାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।

1 John 2:13
ପିତାମାନେ ! ଯେ ଆଦ୍ଯରୁ ଅଛନ୍ତି, ତୁମ୍ଭମାନେେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାନେ ! ତୁମ୍ଭମାନେେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

1 John 2:14
ପିଲାମାନେ ! ତୁମ୍ଭମାନେେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାନେ ! ସେ ଆଦ୍ଯରୁ ଅଛନ୍ତି ବୋଲି ତୁମ୍ଭମାନେେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାନେ ! ତୁମ୍ଭମାନେେ ବଳବାନ ଏବଂ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କଠା ରେ ଅଛି, ଓ ତୁମ୍ଭମାନେେ ସହେି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

1 John 4:4
ପିଲାମାନେ !ତୁମ୍ଭମାନେେ ପରମେଶ୍ବରଙ୍କର ଅଟ। ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧିଅରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠା ରେ ଥିବା ଶୟତାନଠାରୁ ମଧ୍ଯ ମହାନ୍।

1 John 5:4
ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି।

1 John 5:4
ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்