Base Word
νῆσος
Short Definitionan island
Long Definitionan island
Derivationprobably from the base of G3491
Same asG3491
International Phonetic Alphabetˈne.sos
IPA modˈne̞.sows
Syllablenēsos
DictionNAY-sose
Diction ModNAY-sose
Usageisland, isle

Acts 13:6
ସମାନେେ ଉପଦ୍ବୀପରେ ସର୍ବତ୍ର ବୁଲିବୁଲି ପାଫ ନଗର ରେ ପହନ୍ଚିଲେ। ସଠାେରେ ସମାନେେ ବର୍ୟୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ଯଦ୍ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ବାରା ନାନା କାର୍ୟ୍ଯ ଦଖାେଉଥିଲା।

Acts 27:26
କିନ୍ତୁ ଆମ୍ଭେ କୌଣସି ଉପଦ୍ବୀପ କୂଳ ରେ ଖଣ୍ଡ ବିଖଣ୍ଡ ହାଇେ ପଡ଼ିବା।

Acts 28:1
ଆମ୍ଭେ ନିରାପଦ ରେ କୂଳ ରେ ପହଞ୍ଚିବା ପରେ ଜାଣିଲୁ ଯେ, ସହେି ଉପଦ୍ବୀପର ନାମ ମଲେିତୀ। ସେତବେେଳେ ବର୍ଷା ହେଉଥିଲା।

Acts 28:7
ସହେି ଅଞ୍ଚଳ ନିକଟରେ ଦ୍ବୀପର ଜଣେ ମୁଖ୍ଯ ଲୋକଙ୍କର କେତେ ଖଣ୍ଡି ଜମି ଥିଲା। ତାହାଙ୍କର ନାମ ପୁବ୍ଲିୟ। ସେ ତାହାଙ୍କ ଘରକୁ ନଇେ ଆମ୍ଭକୁ ତିନି ଦିନ ପର୍ୟ୍ଯନ୍ତ ରଖି ଅତିଥି ସତ୍କାର କଲେ।

Acts 28:9
ଏପରି ହବୋର ଦେଖି ଦ୍ବୀପରେ ଥିବା ଅନ୍ୟ ପୀଡ଼ିତ ଲୋକମାନେ ମଧ୍ଯ ଆସି ସୁସ୍ଥ ହେଲେ।

Acts 28:11
ଆମ୍ଭେ ତିନି ମାସ ପରେ ଆଲକଜୋଣ୍ଡ୍ରିଆ ନଗରୀ ରେ ଗୋଟିଏ ଜାହାଜ ରେ ଚ଼ଢ଼ି ପୁଣି ଯାତ୍ରା କଲୁ। ତା'ର ନାମ ମିଥୁନ ଥିଲା। ଏହି ଜାହାଜଟି ମଲେିତୀ ଦ୍ବୀପରେ ଶୀତକାଳ ବିତାଇଥିଲା।

Revelation 1:9
ଯୀଶୁଙ୍କ ଦୁଃଖ ଭୋଗ ରାଜ୍ଯ ଓ ର୍ଧୈୟ୍ଯ ରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ବରଙ୍କ ବାକ୍ଯ ପ୍ରଚାର ଓ ଯୀଶୁଙ୍କର ସାକ୍ଷୀ ହବୋ ହତେୁ ନିର୍ବାସିତ ହାଇେ ପାତ୍ମ ଦ୍ବୀପରେ ଥିଲି କାରଣ ମୁଁ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କଲି। ମୁଁ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦଲେି।

Revelation 6:14
ଆକାଶ ଭାଗଭାଗ ହାଇଗେଲା ଓ ଚର୍ମପତ୍ର ଭଳି ଗୁଡ଼ଇେ ହାଇଗେଲା। ପର୍ବତ ଓ ଦ୍ବୀପସମୂହ ନିଜନିଜ ସ୍ଥାନରୁ ସ୍ଥାନଚ୍ଯୁତ ହାଇଗେଲେ।

Revelation 16:20
ପ୍ରେତ୍ୟକକ ଦ୍ବୀପ ଉଭଇେ ଗଲା ଓ ସଠାେରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்