No lexicon data found for Strong's number: 3367

Matthew 8:4
ତାପରେ ଯୀଶୁ ତାହାକୁ କହିଲେ, ଦେଖ, ଏ ବିଷୟ ରେ କାହାକୁ କିଛି କୁହନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦଖାେଅ। ମାଶାଙ୍କେ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ବାରା ଲୋକଙ୍କୁ ଦେଖଇେ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହାଇେ ଯାଇଛ।

Matthew 9:30
ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସମାନଙ୍କେୁ ଦୃଢଭାବରେ ଚତାବେନୀ ଦଇେ କହିଲେ, ଏ ବିଷୟ ଅନ୍ୟକୁ କହିବ ନାହିଁ।

Matthew 16:20
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସେ ଯେ ଖ୍ରୀଷ୍ଟ ଅଟନ୍ତି କାହାକୁ ନ କହିବା ପାଇଁ।

Matthew 17:9
ଯୀଶୁ ଓ ଶିଷ୍ଯମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ଯମାନଙ୍କୁ ଆଦେଶ ଦେଲେ, ପର୍ବତ ଉପରେ ତୁମ୍ଭମାନେେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ଯପୁତ୍ର ମୃତ୍ଯୁରୁ ପୁନର୍ଜୀବିତ ହବୋ ପର୍ୟ୍ଯନ୍ତ ଅପେକ୍ଷା କର। ତା'ପରେ ତୁମ୍ଭେ ଯାହା ସବୁ ଦେଖିଛ, ତାହା ଲୋକଙ୍କ ଆଗ ରେ କହିପାର।

Matthew 27:19
ପୀଲାତ ବିଚାରମଞ୍ଚ ରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: ଏହି ଧର୍ମିକ ଲୋକଟିର କିଛି ହେଲେ କ୍ଷତି କରନାହିଁ। ମୁଁ ତାହାଙ୍କ ବିଷୟ ରେ କାଲି ରାତି ରେ ଗୋଟିଏ ସ୍ବପ୍ନ ଦେଖିଛି। ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହାଇପେଡ଼ିଛି।

Mark 1:44
ମୁଁ ତୁମ୍ଭ ପାଇଁ ଯାହା କଲି ସହେି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦହେ ଦଖାେଅ। ତୁମ୍ଭେ ସୁସ୍ଥ ହାଇେ ଥିବାରୁ ମାଶାଙ୍କେ ଆଜ୍ଞା ଅନୁସାରେ, ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କର। ତୁମ୍ଭେ ସୁସ୍ଥ ହାଇେ ଯାଇଛ ବୋଲି ଲୋକମାନଙ୍କ ଆଗ ରେ ପ୍ରମାଣ ରହିବ।

Mark 1:44
ମୁଁ ତୁମ୍ଭ ପାଇଁ ଯାହା କଲି ସହେି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦହେ ଦଖାେଅ। ତୁମ୍ଭେ ସୁସ୍ଥ ହାଇେ ଥିବାରୁ ମାଶାଙ୍କେ ଆଜ୍ଞା ଅନୁସାରେ, ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କର। ତୁମ୍ଭେ ସୁସ୍ଥ ହାଇେ ଯାଇଛ ବୋଲି ଲୋକମାନଙ୍କ ଆଗ ରେ ପ୍ରମାଣ ରହିବ।

Mark 5:26
ଅନକେ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହାଇେ ପଡିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା'ର ସମସ୍ତ ଟଙ୍କା ଖର୍ଚ୍ଚ ହାଇେ ଯାଇଥିଲା। ତଥାପି ତା'ର ସ୍ବାସ୍ଥ୍ଯ ରେ କୌଣସି ଉନ୍ନତି ଘଟୁ ନଥିଲା। ବରଂ ତା'ର ଦହେ ଅତ୍ଯଧିକ ଖରାପ ହାଇେ ଯାଉଥିଲା।

Mark 5:43
ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଆଙ୍କୁ ଦୃଢ ଭାବରେ ନିର୍ଦ୍ଦେଶ ଦେଲେ। ତା ପରେ ଯୀଶୁ ଝିଅଟିର ବାପା-ମାଆଙ୍କୁ ଝିଅକୁ କିଛି ଖାଇବାକୁ ଦବୋକୁ କହିଲେ।

Mark 6:8
ସେ ଶିଷ୍ଯମାନଙ୍କୁ ନିର୍ଦ୍ଦେଶ ଦେଲେ, ତୁମ୍ଭେ ଯାତ୍ରା କାଳ ରେ ବାଡିଟିଏ ଛଡା ଆଉ କିଛି ନବେ ନାହିଁ। ରୋଟୀ, ଝୁଲା କି ପକଟେ ରେ କିଛି ହେଲେ ଟଙ୍କା ମଧ୍ଯ ନବେ ନାହିଁ।

Occurences : 91

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்