Base Word
λατρεύω
Short Definitionto minister (to God), i.e., render religious homage
Long Definitionto serve for hire
Derivationfrom λάτρις (a hired menial)
Same as
International Phonetic Alphabetlɑˈtrɛβ.o
IPA modlɑˈtrev.ow
Syllablelatreuō
Dictionla-TREV-oh
Diction Modla-TRAVE-oh
Usageserve, do the service, worship(-per)

Matthew 4:10
ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:

Luke 1:74
ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତୃଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳ ରେ ଆମ୍ଭମାନେେ ନିର୍ଭୟ ରେ ପରମେଶ୍ବରଙ୍କ ସବୋ କରିପାରିବୁ।

Luke 2:37
ତା'ପରେ ତାହାଙ୍କର ସ୍ବାମୀ ମରିଗଲେ ଓ ସେ ବିଧବା ହାଇେ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହାଇେଥିଲା। ହାନ୍ନା ସବୁବେଳେ ମନ୍ଦିର ରେ ରହୁଥିଲେ। କବେେ ହେଲେ ସେ ମନ୍ଦିର ଛାଡି ଯାଇ ନଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ବରଙ୍କ ଉପାସନା କରୁଥିଲେ।

Luke 4:8
ଯୀଶୁ ଉତ୍ତର ଦେଲେ, ଶାସ୍ତ୍ର ରେ ଲଖାେଅଛି:

Acts 7:7
ପରମେଶ୍ବର କହିଲେ, ' ଯେଉଁମାନେ ସମାନଙ୍କେୁ ଦାସ କରି ରଖିଛନ୍ତି, ମୁଁ ସମାନଙ୍କେୁ ଦଣ୍ଡ ଦବେି। ତା'ପରେ ସମାନେେ ସଠାରୁେ ଆସି ଏହିସ୍ଥାନ ରେ ମାେତେ ପୂଜା କରିବେ।'

Acts 7:42
କିନ୍ତୁ ପରମେଶ୍ବର ସମାନଙ୍କେଠାରୁ ବିମୁଖ ହେଲେ। ସେ ସମାନଙ୍କେୁ ଆକାଶସ୍ଥ ଭଣ୍ଡ ଦବେତାମାନଙ୍କର ପୂଜା କରିବାପାଇଁ ଛାଡ଼ି ଦେଲେ। ଏହି ବିଷୟ ରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲଖାେଅଛି,

Acts 24:14
କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ 'ଦଳ' ବୋଲି କହନ୍ତି, ସହେି ମତାନୁଯାଯୀ ମୁଁ ମାରେ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ଉପାସନା କରେ। କିନ୍ତୁ ମାଶାଙ୍କେ ବ୍ଯବସ୍ଥା ଯାହା ସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହା ସବୁ ଲଖାେଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ବାସ କରେ।

Acts 26:7
ଯେଉଁ ପ୍ରତିଜ୍ଞାକୁ ଇଶ୍ରାୟେଲର ବାରୋଟି ଗୋଷ୍ଠୀ ମଧ୍ଯ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ବରଙ୍କୁ ପୂଜା କରନ୍ତି, ମୁଁ ମଧ୍ଯ ସହେି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସହେି ପ୍ରତିଜ୍ଞା ଉପରେ ମାରେ ଆଶା ଓ ବିଶ୍ବାସ ଥିବାରୁ ଯିହୂଦୀମାନେ ମାେ ବିରୁଦ୍ଧ ରେ ଅଭିଯୋଗ କରୁଛନ୍ତି।

Acts 27:23
ମୁଁ ଯେଉଁ ପରମେଶ୍ବରଙ୍କର ସବୋ କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତି ରେ ମାେ ପାଖ ରେ ଠିଆ ହାଇେ କହିଲେ,

Romans 1:9
ପ୍ରତିଥର ମୁଁ ପ୍ରାର୍ଥନା କଲା ବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்