Base Word
κτῆνος
Short Definitionproperty, i.e., (specially) a domestic animal
Long Definitiona beast
Derivationfrom G2932
Same asG2932
International Phonetic Alphabetkˈte.nos
IPA modkˈte̞.nows
Syllablektēnos
Dictionk-TAY-nose
Diction Modk-TAY-nose
Usagebeast

Luke 10:34
ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତ ରେ ତଲେ ଓ ଅଙ୍ଗୁର ରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖ ରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନଇଗେଲେ। ଚଟିଘ ରେ ସେ ଆହତ ଲୋକଟିର ଯତ୍ନ ନେଲେ।

Acts 23:24
ନିରାପଦ ରେ ୟିବା ପାଇଁ କେତକେ ଘାଡ଼ୋକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ଯପାଳ ଫଲେୀକ୍ସଙ୍କ ପାଖ ରେ ଉପସ୍ଥିତ କରାଅ।

1 Corinthians 15:39
ଶରୀରରୁ ଜାତ ସମସ୍ତ ବିଷୟ ରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼ଇମାନଙ୍କେର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର।

Revelation 18:13
ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା ; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ଯ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମଷେ, ଘୋଡ଼ା, ରଥ, ଏବଂ ମନୁଷ୍ଯମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ଯବସାଯୀମାନେ କାନ୍ଦିବେ ଓ କହିବେ :

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்