Base Word
κριτήριον
Short Definitiona rule of judging ("criterion"), i.e., (by implication) a tribunal
Long Definitionthe instrument or means of trying or judging anything
Derivationneuter of a presumed derivative of G2923
Same asG2923
International Phonetic Alphabetkriˈte.ri.on
IPA modkriˈte̞.ri.own
Syllablekritērion
Dictionkree-TAY-ree-one
Diction Modkree-TAY-ree-one
Usageto judge, judgment (seat)

1 Corinthians 6:2
ତୁମ୍ଭମାନେେ ଅବଶ୍ଯ ଜାଣିଛ ଯେ ପରମେଶ୍ବରଙ୍କର ଲୋକମାନେ ଜଗତର ବିଚାର କରିବେ। ଅତଏବ, ଯଦି ତୁମ୍ଭମାନେେ ଜଗତର ବିଚାର କରିବ, ତା' ହେଲେ ଏହି ଭଳି େଛାଟ େଛାଟ କଥାଗୁଡ଼ିକର ବିଚାର କ'ଣ ତୁମ୍ଭମାନେେ କରିପାରିବ ନାହିଁ ?

1 Corinthians 6:4
ଅତଏବ, ଯଦି ତୁମ୍ଭମାନଙ୍କ ଭିତ ରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭମାନେେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ୟିବ ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗଣ୍ଯ।

James 2:6
କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସହେିମାନେ ତୁମ୍ଭକୁ କଚରେୀକୁ ଟାଣି ନଇେ ଯାଆନ୍ତି।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்