Base Word
κραταιόω
Short Definitionto empower, i.e., (passively) increase in vigor
Long Definitionto strengthen, make strong
Derivationfrom G2900
Same asG2900
International Phonetic Alphabetkrɑ.tɛˈo.o
IPA modkrɑ.teˈow.ow
Syllablekrataioō
Dictionkra-teh-OH-oh
Diction Modkra-tay-OH-oh
Usagebe strengthened, be (wax) strong

Luke 1:80
ଶିଶୁଟି ଏହିପରି ବଢିବାକୁ ଲାଗିଲା ଓ ଆତ୍ମା ରେ ଦୃଢରୁ ଦୃଢତର ହବୋକୁ ଲାଗିଲା। ଇଶ୍ରାୟେଲ ରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ୟ୍ଯନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂର ରେ ଏକ ସ୍ଥାନ ରେ ରହିଥିଲେ।

Luke 2:40
ସାନ ଶିଶୁଟି ଦିନକୁ ଦିନ ବଢିବାକୁ ଲାଗିଲେ। ସେ ହୃଷ୍ଟପୃଷ୍ଟ ଓ ବୁଦ୍ଧିମାନ ହବୋକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ବରଙ୍କର ଆଶୀର୍ବାଦ ଥିଲା।

1 Corinthians 16:13
ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ବାସ ରେ ଅଟଳ ରୁହ।

Ephesians 3:16
ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିୟୁକ୍ତ ହବୋ ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ ସହେି ଶକ୍ତି ପ୍ରଦାନ କରିବେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்