Base Word
κινδυνεύω
Short Definitionto undergo peril
Long Definitionto be in jeopardy, to be in danger, to put in peril
Derivationfrom G2794
Same asG2794
International Phonetic Alphabetkin.ðyˈnɛβ.o
IPA modcin̪.ðjuˈnev.ow
Syllablekindyneuō
Dictionkeen-thoo-NEV-oh
Diction Modkeen-thyoo-NAVE-oh
Usagebe in danger, be (stand) in jeopardy

Luke 8:23
ସମାନେେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡିଲେ। ହ୍ରଦ ରେ ଝଡତାଫୋନ ମାଡି ଆସିଲା। ଡଙ୍ଗା ରେ ପାଣି ପଶିବାକୁ ଲାଗିଲା। ସମାନେେ ବିପଦ ରେ ପଡିଗଲେ।

Acts 19:27
ଏହା ଦ୍ବାରା କବଳେ ଆମ୍ଭ କାର୍ୟ୍ଯର କ୍ଷତି ଘଟିବ ନାହିଁ ମାତ୍ର ମହାଦବେୀ ଆର୍ତ୍ତମେୀର ମନ୍ଦିରର ମଧ୍ଯ କୌଣସି ଗୁରୁତ୍ବ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦବେୀକୁ ପୂଜା କରନ୍ତି, ତାହାର ମହିମା ମଧ୍ଯ ନଷ୍ଟ ହାଇଯେିବ।

Acts 19:40
ଆଜିର ଜନ ସଭା ରେ ଆନ୍ ଦୋଳନ ସକାେଶ ଆମ୍ଭେ ଦୋଷୀ ହାଇପୋରୁ, ଯେ ହତେୁ ଆମ୍ଭପାଖ ରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।

1 Corinthians 15:30
ଆମ୍ଭେ ପ୍ରତି ମୁହୂର୍ତ୍ତ ରେ କ'ଣ ପାଇଁ ବିପଦର ସମ୍ମୁଖୀନ ହେଉ ?

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்