Base Word
κιβωτός
Short Definitiona box, i.e., the sacred ark and that of Noah
Long Definitiona wooden chest or box
Derivationof uncertain derivation
Same as
International Phonetic Alphabetki.βoˈtos
IPA modci.vowˈtows
Syllablekibōtos
Dictionkee-voh-TOSE
Diction Modkee-voh-TOSE
Usageark

Matthew 24:38
ସେତବେେଳେ ବନ୍ଯା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜ ରେ ପ୍ରବେଶ କରିବା ଦିନ ପର୍ୟ୍ଯନ୍ତ ଲୋକେ ଏସବୁ କରୁଥିଲେ।

Luke 17:27
ନୋହଙ୍କ ସମୟରେ, ଏପରିକି ନୋହ ଜାହାଜ ରେ ବସିବା ସମୟ ପର୍ୟ୍ଯନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ଯା ମାଡି ଆସିଲା ଓ ସେ ସମସ୍ତଙ୍କୁ ମାରି ଦଲୋ।

Hebrews 9:4
ଏଠା ରେ ସୁଗନ୍ଧିତ ଦ୍ରବ୍ଯ ପୋଡ଼ିବା ପାଇଁ ଗୋଟିଏ ସୁନାର ବଦେୀ ଥିଲା। 'ପୁରାତନ ନିୟମ315 ଗୋଟିଏ ପବିତ୍ର ବାକ୍ସ ଭିତ ରେ ଥିଲା। ବାକ୍ସ ସୁନା ରେ ତିଆରି ହାଇେଥିଲା। ସହେି ବାକ୍ସ ଭିତ ରେ ସୁନା ରେ ତିଆରି ମାନ୍ନା316 ରଖା ହାଇେଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହାଇେ ପତ୍ର କଅଁଳି ଥିଲା ମଧ୍ଯ ଥିଲା। ସହେି ବାକ୍ସ ରେ ପୁରାତନ ନିୟମର ଦଶଆଜ୍ଞା ଲଖାେଥିବା ପ୍ରସ୍ତର ଫଳକମାନ ମଧ୍ଯ ଥିଲା।

Hebrews 11:7
କେତକେ ଦେଖି ନ ପାରୁ ଥିବା ବିଷୟଗୁଡ଼ିକ ପ୍ରତି ପରମେଶ୍ବର ନୋହଙ୍କୁ ସତର୍କ କରି ଦଇେଥିଲେ। ନୋହଙ୍କର ପରମେଶ୍ବରଙ୍କ ପ୍ରତି ବିଶ୍ବାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ବାସ ବଳ ରେ ନୋହ ଦଖାଇେଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ବର ବିଶ୍ବାସ ବଳ ରେ ଧାର୍ମିକ କରନ୍ତି, ସମାନଙ୍କେ ଭିତରୁ ନୋହ ଜଣେ ଥିଲେ।

1 Peter 3:20
ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ବରଙ୍କ ଅବାଧ୍ଯ ହାଇେଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ୟ୍ଯନ୍ତ ପରମେଶ୍ବର ର୍ଧୈୟ୍ଯ ସହିତ ଅପେକ୍ଷା କରୁଥିଲେ। ସହେି ଜାହାଜ ରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇପାରିଲେ।

Revelation 11:19
ତା'ପରେ ସ୍ବର୍ଗ ରେ ପରମେଶ୍ବରଙ୍କ ମନ୍ଦିର ଖାଲିଗେଲା ଓ ସହେି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦଖାଗେଲା। ଏହି ପବିତ୍ର ସିନ୍ଦୁକରେ ସହେି ଚୁକ୍ତି ଥିଲା, ଯାହାକୁ ପରମେଶ୍ବର ଲୋକମାନଙ୍କୁ ଦଇେଥିଲେ। ତା'ପରେ ସଠାେରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்