Base Word
καυματίζω
Short Definitionto burn
Long Definitionto burn with heat, to scorch
Derivationfrom G2738
Same asG2738
International Phonetic Alphabetkɛβ.mɑˈti.zo
IPA modka.mɑˈti.zow
Syllablekaumatizō
Dictionkev-ma-TEE-zoh
Diction Modka-ma-TEE-zoh
Usagescorch

Matthew 13:6
କିନ୍ତୁ ଯେତବେେଳେ ସୂର୍ୟ୍ଯ ଉପରକୁ ଉଠିଲା, ସେତବେେଳେ ଗଛ ଝାଉଁଳି ପଡିଲା। ତା'ର ଚରେ ଗଭୀରକୁ ଯାଇ ପାରିନଥିବାରୁ ଗଛଟି ଶୁଖି ମରିଗଲା।

Mark 4:6
କିନ୍ତୁ ସୂର୍ୟ୍ଯ ଆକାଶ ରେ ଉଠିବା ପରପରେେ ଉତ୍ତାପ ହତେୁ ଗଜାଗୁଡିକ ଜଳି ଗଲା। ମାଟି ଭିତରକୁ ଚରେ ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଚାରାଗୁଡିକ ଶୁଖି ଗଲା।

Revelation 16:8
ଏହାପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ୟ୍ଯଙ୍କ ଉପରେ ଢ଼ାଳିଲେ। ସେଥି ରେ ସୂର୍ୟ୍ଯକୁ, ମନୁଷ୍ଯମାନଙ୍କୁ ଅଗ୍ନି ରେ ପୋଡ଼ି ଦବୋର କ୍ଷମତା ଦିଆଗଲା।

Revelation 16:9
ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସମାନେେ ପରମେଶ୍ବରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କବଳେ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସମାନେେ ସମାନଙ୍କେର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ବରଙ୍କ ମହିମା ଗାନ ଦେଲେ ନାହିଁ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்