Base Word
καθώς
Short Definitionjust (or inasmuch) as, that
Long Definitionaccording as
Derivationfrom G2596 and G5613
Same asG2596
International Phonetic Alphabetkɑˈθos
IPA modkɑˈθows
Syllablekathōs
Dictionka-THOSE
Diction Modka-THOSE
Usageaccording to, (according, even) as, how, when

Matthew 21:6
ଶିଷ୍ଯମାନେ ଚ଼ାଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସମାନେେ କାମ କଲେ।

Matthew 26:24
ମନୁଷ୍ଯପୁତ୍ର ଯିବେ ଓ ମରିଯିବେ। ଏହାହିଁ ହବେ ବୋଲି ଶାସ୍ତ୍ର ରେ ଲଖାେଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ଯପୁତ୍ରଙ୍କୁ ମରିବା ପାଇଁ ଶତୃ ହତେ ରେ ଦଇଦେିବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନହାଇେଥିଲେ ବରଂ ଭଲ ହାଇେଥାନ୍ତା।

Matthew 28:6
କିନ୍ତୁ ଯୀଶୁ ଏଠା ରେ ନାହାଁନ୍ତି। ସେ ତାହାଙ୍କୁ କଥା ଅନୁସାରେ ମୃତ୍ଯୁରୁ ପୁର୍ନଉଥିତ ହାଇେଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନ ରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ।

Mark 4:33
ଯୀଶୁ ଏହି ଭଳି ଅନକେ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ଉପଦେଶ ପ୍ରଦାନ କରୁଥିଲେ। ସମାନଙ୍କେର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସମାନଙ୍କେୁ କହୁଥିଲେ।

Mark 9:13
ମୁଁ ତୁମ୍ଭକୁ କହୁଛି ଯେ ଏଲିୟ ଏବେ ଆସି ସାରିଛନ୍ତି, ଏବଂ ଲୋକମାନେ ଯାହା ଚାହିଁଛନ୍ତି ତାହାଙ୍କ ପ୍ରତି ସଭେଳି ଖରାପ ବ୍ଯବହାର କରିଛନ୍ତି। ତାହାଙ୍କ ପ୍ରତି ଏଭଳି ବ୍ଯବହାର କରାୟିବ ବୋଲି ଶାସ୍ତ୍ର ରେ ଲଖାେ ଅଛି।

Mark 11:6
ଶିଷ୍ଯମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ଯମାନେ ଲୋକମାନଙ୍କୁ ତାହା କହିଲେ। ତା'ପରେ ଲୋକମାନେ ଗଧଛୁଆ ସହ ସମାନଙ୍କେୁ ଛାଡି ଦେଲେ।

Mark 14:16
ତା'ପରେ ଶିଷ୍ଯମାନେ ସଠାରୁେ ନଗରକୁ ଚାଲିଗଲେ। ଯୀଶୁ ସମାନଙ୍କେୁ ଯାହା କହିଥିଲେ, ସବୁକଥା ସହେିପରି ଘଟିଲା। ସଠାେରେ ସମାନେେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।

Mark 14:21
ମନୁଷ୍ଯପୁତ୍ରଙ୍କୁ ଯାଇ ମରିବାକୁ ପଡିବ। ଏହା ଘଟିବ ବୋଲି ଶାସ୍ତ୍ର ରେ ଲଖାେଅଛି। କିନ୍ତୁ ଯେଉଁଲୋକ ମନୁଷ୍ଯ ପୁତ୍ରଙ୍କୁ ବିଶ୍ବାସଘାତକତା କରିବ, ସହେି ଲୋକ ଯଦି ଜନ୍ମ ହାଇେ ନ ଥାଆନ୍ତି, ତବେେ ବହୁତ ଭଲ ହାଇେଥାଆନ୍ତା।

Mark 15:8
ଲୋକମାନେ ପୀଲାତଙ୍କ ପାଖକୁ ଆସିଲେ ଓ ତାହାଙ୍କୁ କହିଲେ ଯେ ସବୁଥର ଭଳି ଏଥର ମଧ୍ଯ ସମାନଙ୍କେ ପାଇଁ ସେ ଜଣେ ବନ୍ଦୀକୁ ମୁକ୍ତ କରନ୍ତୁ।

Mark 16:7
ଏବେ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଏବଂ ପିତରଙ୍କୁ କୁହ ଯେ ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁ ଭଳି କହିଥିଲେ, ତୁମ୍ଭମାନେେ ତାହାଙ୍କୁ ସହେିଭଳି ସଠାେରେ ଦେଖିବ।

Occurences : 182

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்