Base Word
θρίξ
Short Definitionof uncertain derivation; hair
Long Definitionthe hair of the head
Derivationgenitive case τριχός, etc
Same asG2864
International Phonetic Alphabetθrik͡s
IPA modθrik͡s
Syllablethrix
Dictionthreeks
Diction Modthreeks
Usagehair

Matthew 3:4
ଯୋହନଙ୍କ ବସ୍ତ୍ର ଓଟ ଲୋମ ରେ ତିଆରି ହାଇେଥିଲା। ସେ ଅଣ୍ଟା ରେ ଚମଡା ପଟି ବାନ୍ଧିଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।

Matthew 5:36
ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବନାହିଁ।

Matthew 10:30
ତୁମ୍ଭ ମୁଣ୍ଡ ରେ କତେୋଟି ବାଳ ଅଛି, ସେ କଥା ମଧ୍ଯ ପରମେଶ୍ବର ଜାଣନ୍ତି।

Mark 1:6
ଯୋହନ ଓଟ ଲୋମ ରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଚାରିପଟେ ଗୋଟିଏ ଚମଡାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।

Luke 7:38
ସେ ଯୀଶୁଙ୍କ ପଛଆଡେ ଗୋଡ ପାଖ ରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହ ରେ ଧୋଇ ଦଲୋ। ନିଜ ମୁଣ୍ଡର ବାଳ ରେ ଯୀଶୁଙ୍କ ପାଦ ପୋଛି ଦଲୋ। ତାହାଙ୍କ ପାଦ ରେ ବହୁବାର ଚୁମ୍ବନ ଦଲୋ ଓ ପାଦ ଉପରେ ଅତର ଢାଳି ଦଲୋ।

Luke 7:44
ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡକୁ ବୁଲିପଡି ଶିମାନଙ୍କେୁ କହିଲେ, ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମାେତେ ଗୋଡ ଧୋଇବାକୁ ପାଣି ସୁଦ୍ଧା ଦଲେ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମାରେ ପାଦକୁ ଲୁହ ରେ ଧୋଇ ଦଲୋ। ଏବଂ ତା ବାଳ ରେ ପୋଛି ଦଲୋ।

Luke 12:7
ହଁ, ତୁମ୍ଭମାନଙ୍କ ମୁଣ୍ଡ ରେ କେତେ ଗୋଟି ବାଳ ଅଛି, ତାହା ମଧ୍ଯ ପରମେଶ୍ବର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ଯ ଅନକେ ଚଢଇଙ୍କେ ଅପେକ୍ଷା ବହୁତ ଅଧିକ।

Luke 21:18
କିନ୍ତୁ ପ୍ରକୃତ ରେ ଏଥି ମଧ୍ଯରୁ କାହାରି ଦ୍ବାରା ମଧ୍ଯ ତୁମ୍ଭମାନଙ୍କ କ୍ଷତି ହବେନାହିଁ।

John 11:2
ସହେି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦ ରେ ଅତି ମୂଲ୍ଯବାନ ଅତର ଢାଳି ନିଜ କେଶ ରେ ପାଦ ପୋଛି ଦଇେଥିଲେ। ସମାନଙ୍କେର ଭାଇ ଲାଜାର ଅସୁସ୍ଥ ଥିଲେ।

John 12:3
ମରିୟମ ଅଧ ଲିଟର ଅତି ମୂଲ୍ଯବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦ ରେ ଢାଳି ଦେଲେ। ତା'ପରେ ସେ ତାହାଙ୍କ ପାଦ ନିଜ କେଶ ରେ ପୋଛି ଦେଲେ। ଘରଟି ଅତର ସୁବାସ ରେ ମହକି ଉଠିଲା।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்