Base Word
θόρυβος
Short Definitiona disturbance
Long Definitiona noise, tumult, uproar
Derivationfrom the base of G2360
Same asG2360
International Phonetic Alphabetˈθo.ry.βos
IPA modˈθow.rju.vows
Syllablethorybos
DictionTHOH-roo-vose
Diction ModTHOH-ryoo-vose
Usagetumult, uproar

Matthew 26:5
କିନ୍ତୁ ବୌଠକରେ ସମାନେେ କଥାବର୍ତ୍ତା ହେଲେ, ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚ଼ିତ ହବେନାହିଁ। କାରଣ ଲୋକମାନେ ଏଥି ରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରିପାରନ୍ତି।

Matthew 27:24
ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳଇବୋକୁ କିଛି କରିପାରିବେ ନାହିଁ ବରଂ ଲୋକେ ବଳକେୁ ବଳେ ଉତ୍ତଜେିତ ହାଇେ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, ଏ ଲୋକର ମୃତ୍ଯୁ ପାଇଁ ମୁଁ ତାଯୀ ନୁହେଁ। ତୁମ୍ଭମାନେେ କବଳେ ଏସବୁ କରୁଛ।

Mark 5:38
ସମାନେେ ଯିହୂଦୀ ସମାଜ ଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସଠାେରେ ଲୋକମାନଙ୍କୁ ଉଚ୍ଚ ସ୍ବର ରେ ବିଳାପ କରୁଥିବାର ଦେଖିଲେ। ସଠାେରେ ବହୁତ କୋଳାହଳ ହେଉଥିଲା।

Mark 14:2
ସମାନେେ କହିଲେ, ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା' କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି।

Acts 20:1
ତ୍ତଜେନା ଶାନ୍ତ ହବୋ ପରେ ପାଉଲ ଯୀଶୁଙ୍କର ଶିଷ୍ଯମାନଙ୍କୁ ଡ଼ାକାଇ ପାଠାଇଲେ ଓ ସମାନଙ୍କେୁ ଉତ୍ସାହିତ କଲେ। ତା'ପରେ ସମାନଙ୍କେଠାରୁ ବିଦାୟ ନଇେ ସେ ମାକିଦନିଆକୁ ଯାତ୍ରା କଲେ।

Acts 21:34
ଲୋକ ଗହଳି ଭିତରୁ ଲୋକେ ଚ଼ିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସନୋପତି ଏପରି କୋଳାହଳ ଦେଖି କାହାର କଥା ସତ୍ଯ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ଯ ନିବାସକୁ ନଇେ ୟିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପେଛ ପେଛ ଚ଼ିତ୍କାର କରି ଯାଉଥିଲେ।

Acts 24:18
ମୁଁ ମନ୍ଦିର ରେ ନିଜକୁ ଶୁଚ଼ି କରିବାକୁ ଯାଇଥିଲି। ଶୁଚ଼ିକରଣ ଉତ୍ସବ ସରିଗଲାପରେ କେତକେ ଯିହୂଦୀମାନେ ସଠାେରେ ମାେତେ ଦେଖିଲେ। ମୁଁ ସଠାେରେ କୌଣସି ଗଣ୍ଡଗୋଳ ସୃଷ୍ଟି କରିନାହିଁ କି ମାେ ସହିତ କୌଣସି ଲୋକ ମଧ୍ଯ ନଥିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்