Base Word
ἀγανακτέω
Short Definitionto be greatly afflicted, i.e., (figuratively) indignant
Long Definitionto be indignant, moved with indignation, be very displeased
Derivationfrom ἄγαν (much) and ἄχθος (grief; akin to the base of G0043)
Same asG0043
International Phonetic Alphabetɑ.ɣɑ.nɑkˈtɛ.o
IPA modɑ.ɣɑ.nɑkˈte̞.ow
Syllableaganakteō
Dictionah-ga-nahk-TEH-oh
Diction Modah-ga-nahk-TAY-oh
Usagebe much (sore) displeased, have (be moved with, with) indignation

Matthew 20:24
ଅନ୍ୟ ଦଶଜଣ ଶିଷ୍ଯ ଏ କଥା ଶୁଣି ସହେି ଦୁଇଭାଇଙ୍କ ଉପରେ ରାଗିଗଲେ।

Matthew 21:15
ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କ ଏ ବିସ୍ମୟ ଜନକ କାମ ଦେଖିଲେ। ମନ୍ଦିର ପରିସର ରେ ପିଲାମାନେ ପାଟି କରି ଯୀଶୁଙ୍କ ମହିମା ଗାନ କରୁଥିବାର ସମାନେେ ଶୁଣିଲେ। ପିଲାମାନେ କହୁଥିଲେ, ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର। ଏସବୁ ଘଟଣା ରେ ଯାଜକ ଓ ଧର୍ମଶାସ୍ତ୍ରୀମାନେ ରାଗିଗଲେ।

Matthew 26:8
ଯୀଶୁଙ୍କ ଶିଷ୍ଯମାନେ ଏହା ଦେଖି ଅତ୍ଯନ୍ତ ରାଗିଗଲେ। ସମାନେେ କହିଲେ, ଏତେ ଅପବ୍ଯୟ କାହିଁକି?

Mark 10:14
ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, େଛାଟ େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ପରମେଶ୍ବରଙ୍କ ରାଜ୍ଯ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।

Mark 10:41
ଅନ୍ୟ ଦଶ ଜଣ ପ୍ ରରେିତ ଏହା ଶୁଣିଲେ। ସମାନେେ ଯାକୁବ ଓ ଯୋହନଙ୍କ ଉପରେ ରାଗିଗଲେ।

Mark 14:4
ଏହା ଦେଖି ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଖୁବ୍ ବିରକ୍ତ ହେଲେ ଓ ପରସ୍ପର କୁହାକୁହି ହେଲେ, ଅତରକୁ ଏଭଳି କାହିଁକି ନଷ୍ଟ କରାଗଲା?

Luke 13:14
ଯୀଶୁ ବିଶ୍ରାମ ବାର ରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରିଦବୋରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, ସପ୍ତାହ ରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭମାନେେ ସୁସ୍ଥ ହବୋ ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାର ରେ କବେେ ହେଲେ ସୁସ୍ଥ ହବୋପାଇଁ ଆସନାହିଁ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்