Base Word
Ἔφεσος
Literalpermitted
Short DefinitionEphesus, a city of Asia Minor
Long Definitiona maritime city of Asia Minor, capital of Ionia and under the Romans, of proconsular Asia, situated on the Icarian Sea between Smyrna and Miletus
Derivationprobably of foreign origin
Same as
International Phonetic Alphabetˈɛ.fɛ.sos
IPA modˈe̞.fe̞.sows
Syllableephesos
DictionEH-feh-sose
Diction ModA-fay-sose
UsageEphesus

Acts 18:19
ତା'ପରେ ସମାନେେ ଏଫିସ ନଗର ରେ ପହନ୍ଚିଲେ। ସଠାେରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ଛାଡ଼ି ନିଜେ ସମାଜଗୃହ ରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ।

Acts 18:21
ସେ ଗଲା ବେଳେ କହିଲେ, ଯଦି ପରମେଶ୍ବର ଚ଼ାହାଁନ୍ତି, ତବେେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି। ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।

Acts 18:24
ଆପଲ୍ଲ ନାମକ ଜଣେ ଯିହୂଦୀୟ ସଠାେରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ଡ୍ରିଯା। ସେ ଏଫିସ ନଗରକୁ ଆସିଲେ ସେ ଜଣେ ଅତି ଭଲ ବକ୍ତାଥିଲେ। ଧର୍ମଶାସ୍ତ୍ର ରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା।

Acts 19:1
ଆପଲ୍ଲ କରିନ୍ଥ ରେ ଥିଲେ ବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦଇେ ଯାତ୍ରା କରି ଏଫିସ ରେ ଆସି ପହନ୍ଚିଲେ। ତା'ପରେ ପାଉଲ ସଠାେରେ ସେ ଯୋହନଙ୍କ କେତକେ ଶିଷ୍ଯଙ୍କୁ ଦେଖିଲେ।

Acts 19:17
ଏକଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀକ୍ମାନେ ଜାଣି ଭୟ କଲେ। ଏହାଦ୍ବାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ବିତ ହେଲା।

Acts 19:26
ତୁମ୍ଭମାନେେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କବଳେ ଏଫିସ ନଗର ରେ ନୁହେଁ, ପୁରା ଏସିଆ ରେ ଲୋକମାନଙ୍କୁ ମତଇେ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ଯର ହାତ ତିଆରି ଦବେତାମାନେ ପ୍ରକୃତ ଦବେତା ନୁହଁନ୍ତି।

Acts 20:16
ପାଉଲ ଏସିଆ ରେ ଅଧିକ ସମୟ ରହିବାପାଇଁ ଇଚ୍ଛା କରୁ ନଥିଲେ। ସେ ଏଫିସ ରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ୟିରୂଶାଲମ ରେ ପହଞ୍ଚିବାପାଇଁ ତର ତର ହେଉଥିଲେ।

Acts 20:17
ପାଉଲ ମୀଲୀତଠାରୁ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚ଼ୀନମାନଙ୍କୁ ଡ଼କାଇଲେ।

1 Corinthians 15:32
ଯଦି ମୁଁ ଏଫିସଠା ରେ ମାରେ ଗର୍ବ ରକ୍ଷାର୍ଥେ ବନ୍ଯପଶୁମାନଙ୍କ ସହ ୟୁଦ୍ଧ କରିଛି, ତା' ହେଲେ ମୁଁ କ'ଣ ବା ପାଇଲି ? ଯଦି ମୃତ ଲୋକ ମୃତ୍ଯୁରୁ ଉତ୍ଥିତ ହବେ ନାହିଁ, ତା' ହେଲେ ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହବେ।

1 Corinthians 16:8
କିନ୍ତୁ ମୁଁ ଏଫିସ ନଗର ଠା ରେ ପେଣ୍ଟିକଷ୍ଟ ପର୍ବ ପର୍ୟ୍ଯନ୍ତ ରହିବି।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்