Base Word
εὐθύς
Short Definitionstraight, i.e., (literally) level, or (figuratively) true; adverbially (of time) at once
Long Definitionstraight, level
Derivationperhaps from G2095 and G5087
Same asG2095
International Phonetic Alphabetɛβˈθys
IPA modefˈθjus
Syllableeuthys
Dictionev-THOOS
Diction Modafe-THYOOS
Usageanon, by and by, forthwith, immediately, straightway

Matthew 3:3
ସହେି ଯୋହନଙ୍କ ବଷୟ ରେ ଭବିଷ୍ଯଦ୍ବକ୍ତା ୟିଶାଇୟ କହୁଥିଲେ,ପ୍ରାନ୍ତର ରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ବର। 'ପ୍ରଭୁଙ୍କର ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର। ୟିଶାଇୟ 40:3

Matthew 3:16
ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ ରେ ଆକାଶ ଖାଲିଗେଲା, ଏବଂ ସେ ପରମେଶ୍ବରଙ୍କ ଆତ୍ମାକୁ ଗୋଟିଏ କପୋତ ରୁପରେ ତଳକୁ ଓହ୍ଲଇେ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ।

Matthew 13:20
ପଥୁରିଆ ଜାଗା ରେ ବୁଣାଯାଇଥିବା ବୀଜର ଅର୍ଥ କ'ଣ? ବୀଜଟି ଠିକ୍ ସହେି ଲୋକପରି, ଯେ ସୁସମାଚାର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।

Matthew 13:21
କିନ୍ତୁ ସେ ନିଜ ଭିତ ରେ ଶିକ୍ଷାକୁ ଦୃଢ ହବୋକୁ ଦିଏ ନାହିଁ,କବଳେ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟ ରେ ରଖିଥାଏ। ଯେତବେେଳେ ସୁସମାଚାର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପା ରେ ନାହିଁ। ସେ ଖୁବ୍ ଶୀଘ୍ର ସଗେୁଡିକୁ ଛାଡିଦିଏ।

Mark 1:3
ମରୁଭୂମିରେ ଜଣେ ପାଟିକରି କହୁଛି; 'ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର, ତାହାଙ୍କ ପାଇଁ ରାସ୍ତା ସମତଳ କର।'ଯୀଶାଇୟ 40:3

Mark 1:12
ତା'ପରେ, ସଂଗେ ସଂଗେ ଆତ୍ମା ଯୀଶୁଙ୍କୁ ମରୁଭୂମିକୁ ଏକୁଟିଆ ପଠାଇ ଦେଲେ।

Mark 1:28
ତେଣୁ ଯୀଶୁଙ୍କ ବିଷୟ ରେ ଗାଲିଲୀ ଅଞ୍ଚଳର ଚାରିଆଡେ ଖୁବ୍ ଶୀଘ୍ର ଖବର ବ୍ଯାପିଗଲା।

Luke 3:4
ଏହା ଭବିଷ୍ଯଦ୍ବକ୍ତା ଯାଶାୟଙ୍କ ବାକ୍ଯ ସମ୍ବଳିତ ପୁସ୍ତକରେ ଲଖାେଥିବା କଥା ଥିଲା। ସେଥି ରେ ଲଖାେଥିଲା:

Luke 3:5
ପ୍ରେତ୍ୟକକ ଉପତ୍ୟକା ପୁର୍ଣ୍ଣ କରି ଦିଆୟିବ। ପ୍ରେତ୍ୟକକ ପର୍ବତ ଓ ପାହାଡ ସମତଳ ହାଇଯେିବ। ବଙ୍କା ରାସ୍ତା ସବୁ ସିଧା କରି ଦିଆୟିବ ଓ ଖାଲଢିପ ରାସ୍ତା ସବୁ ସମତଳ କରି ଦିଆୟିବ।

John 13:32
ଯଦି ପରମେଶ୍ବର ତାହାଙ୍କ ମାଧ୍ଯମ ରେ ଗୌରବ ଅର୍ଜ୍ଜନ କରନ୍ତି, ତବେେ ପରମେଶ୍ବର ତାହାଙ୍କଠା ରେ ପୁତ୍ରଙ୍କୁ ଗୌରବ ଦବେେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବନ୍ବିତ କରିବେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்