Base Word
ἐπιτιμάω
Short Definitionto tax upon, i.e., censure or admonish; by implication, forbid
Long Definitionto show honor to, to honor
Derivationfrom G1909 and G5091
Same asG1909
International Phonetic Alphabetɛ.pi.tiˈmɑ.o
IPA mode̞.pi.tiˈmɑ.ow
Syllableepitimaō
Dictioneh-pee-tee-MA-oh
Diction Moday-pee-tee-MA-oh
Usage(straitly) charge, rebuke

Matthew 8:26
ଯୀଶୁ ସମାନଙ୍କେୁ କହିଲେ, ହେ ଅଳ୍ପ ବିଶ୍ବାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି? ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡିକୁ ଧମକ ଦେଲେ। ପବନ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା। ତା'ପରେ ସଠାେରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।

Matthew 12:16
କିନ୍ତୁ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ଏ କଥା କାହାରି ଆଗ ରେ ପ୍ରକାଶ କରିବ ନାହିଁ।

Matthew 16:22
ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, ହେ ପ୍ରଭୁ! ପରମେଶ୍ବର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନଘଟୁ।

Matthew 17:18
ତା'ପରେ ଯୀଶୁ ପିଲାଟିର ଦହେ ଭିତ ରେ ରହିଥିବା ଭୂତଟିକୁ କଠାେର ଆଦେଶ ଦେଲେ। ଭୂତଟି ତା ଦହରେୁ ବାହାରି ଆସିଲା। ସହେି ମୁହୂର୍ତ୍ତ ରେ ପିଲାଟି ସୁସ୍ଥ ହାଇଗେଲା।

Matthew 19:13
ତା'ପରେ ଲୋକମାନେ କେତକେ ପିଲାଙ୍କୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଯେପରି ଯୀଶୁ ସମାନଙ୍କେ ଉପରେ ଆପଣା ହାତ ରଖି ପାରିବେ ଓ ସମାନଙ୍କେ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ଧମକ ଦଇେ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ।

Matthew 20:31
ଲୋକେ ସମାନଙ୍କେୁ ଧମକ ଦଇେ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।

Mark 1:25
ଯୀଶୁ ଭର୍ତ୍ସନା କରି କହିଲେ, ଚୁପ୍ କର, ଏହି ଠାରୁ ବାହାରିଯା।

Mark 3:12
କିନ୍ତୁ ଯୀଶୁ ସମାନଙ୍କେୁ ଦୃଢ ଭାବରେ ଆଜ୍ଞା ଦେଲେ ଯେ ସେ କିଏ, ଏହା ସମାନେେ ଲୋକମାନଙ୍କୁ ଯେପରି ନ କୁହନ୍ତି।

Mark 4:39
ଯୀଶୁ ଉଠି ପଡିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, ଶାନ୍ତ ହୁଅ, ସ୍ଥିର ହୁଅ। ତା'ପରେ ଝଡ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା।

Mark 8:30
ତା'ପରେ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ମୁଁ କିଏ ବୋଲି ତୁମ୍ଭମାନେେ କାହାରିକୁ କିଛି କୁହ ନାହିଁ।

Occurences : 29

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்