Base Word
ἐπιστηρίζω
Short Definitionto support further, i.e., reestablish
Long Definitionto establish besides, strengthen more
Derivationfrom G1909 and G4741
Same asG1909
International Phonetic Alphabetɛ.pi.steˈri.zo
IPA mode̞.pi.ste̞ˈri.zow
Syllableepistērizō
Dictioneh-pee-stay-REE-zoh
Diction Moday-pee-stay-REE-zoh
Usageconfirm, strengthen

Acts 14:22
ସମାନେେ ସେ ସ୍ଥାନଗୁଡ଼ିକରେ ଶିଷ୍ଯମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ବାସ ରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସମାନେେ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନକେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।

Acts 15:32
ୟିହୂଦା ଓ ଶୀଲା ଦୁ ହେଁ ମଧ୍ଯ ଭାବବାଦୀ ଥିଲେ। ସମାନେେ ଭାଇମାନଙ୍କୁ ଉତ୍ସାହ ଦଇେ ଅନକେ କଥା କହିଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।

Acts 15:41
ପାଉଲ ଓ ଶୀଲା ସିରିଆ ଓ କିଲିକିଯା ଦେଶ ଦଇେ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହବୋପାଇଁ ସାହାୟ୍ଯ କଲେ।

Acts 18:23
ସଠାେରେ ପାଉଲ କିଛି ଦିନ ରହିଲେ। ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଚ଼ାଲିଗଲେ। ସଠାେରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ଯମାନଙ୍କୁ ବଳବାନ୍ କଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்