କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:7
ସେ ଆସିବା ଦ୍ବାରା ଆମ୍ଭେ ସାନ୍ତ୍ବନା ପାଇଲୁ। କିନ୍ତୁ ତୁମ୍ଭମାନେେ ଦଇେଥିବା ସୁଖ ଦ୍ବାରା ଆମ୍ଭେ ଅଧିକ ଉତ୍ସାହ ଲାଭ କଲୁ। ତିତସ କହିଲେ ଯେ ତୁମ୍ଭମାନେେ ମାେତେ ଦେଖିବା ପାଇଁ ବ୍ଯାକୁଳ। ତୁମ୍ଭମାନେେ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍ଭମାନେେ ମାେତେ ଅତି ମାତ୍ରା ରେ ଚାହୁଁଛ। ଏହା ଶୁଣିଲା ପରେ ମୁଁ ଅଧିକ ପ୍ରସନ୍ନ ହଲିେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:11
ଦେଖ, ଈଶ୍ବରଙ୍କ ଇଚ୍ଛାନୁସା ରେ ତୁମ୍ଭମାନେେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍ ଯୋଗୀ କରିଛି। ତୁମ୍ଭମାନେେ ଭୁଲ ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କୋର୍ଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତ ରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ଯାୟ ପ୍ରଦାନ କରିଛି। ତୁମ୍ଭମାନେେ ପ୍ରେତ୍ୟକକ କଥା ରେ ପ୍ରମାଣିତ କରି ଦଇେଛି ଯେ, ତୁମ୍ଭମାନେେ ସହେି ସମସ୍ଯାର କୌଣସି ଅଂଶ ପାଇଁ ମଧ୍ଯ ଦୋଷୀ ନ ଥିଲ।
Occurences : 2
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்