Base Word
ἐπιοῦσα
Short Definitionsupervening, i.e., (G2250 or G3571 being expressed or implied) the ensuing day or night
Long Definitionto come upon, approach
Derivationfeminine singular participle of a comparative of G1909 and εἶμι (to go)
Same asG1909
International Phonetic Alphabetɛ.piˈu.sɑ
IPA mode̞.piˈu.sɑ
Syllableepiousa
Dictioneh-pee-OO-sa
Diction Moday-pee-OO-sa
Usagefollowing, next

Acts 7:26
ତା' ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧିଅରେ କଳି କରୁଥିବାର ଦେଖିଲେ। ସେ ସମାନଙ୍କେ ମଧିଅରେ ଶାନ୍ତି ସ୍ଥାପନ କରିବାକୁ ଚେ଼ଷ୍ଟା କଲେ ଓ କହିଲେ, ' ହେ ଲୋକମାନେ, ତୁମ୍ଭମାନେେ ପରସ୍ପର ଭାଇଭାଇ। ତୁମ୍ଭମାନେେ ପରସ୍ପର ଭିତ ରେ କାହିଁକି କଳି କରୁଛ?'

Acts 16:11
ଆମ୍ଭେ ତ୍ରୋଯା ନଗରରୁ ଜଳଯାତ୍ରା ରେ ସାମଥ୍ରାକୀ ଉପଦ୍ବୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିଯାପଲି ନଗରକୁ ଗଲୁ।

Acts 20:15
ତହିଁ ଆରଦିନ ଆମ୍ଭେ ସଠାରୁେ ଜାହାଜ ରେ ଖିଅ ଉପଦ୍ବୀପ ସାମନା ରେ ଆସି ପହଞ୍ଚିଲୁ। ତା'ପରେ ଦ୍ବିତୀୟ ଦିନ ଆମ୍ଭେ ମିଳିତ ନଗର ରେ ପହଞ୍ଚିଲୁ।

Acts 21:18
ତା' ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗ ରେ ଯାକୁବଙ୍କୁ ଭଟେିବାକୁ ଗଲେ। ସବୁ ପ୍ରାଚ଼ୀନ ଲୋକମାନେ ସମସ୍ତେ ସଠାେରେ ଉପସ୍ଥିତ ଥିଲେ।

Acts 23:11
ସହେି ରାତି ରେ ପ୍ରଭୁ ପାଉଲଙ୍କ ପାଖ ରେ ଠିଆ ହାଇେ କହିଲେ, ସାହସୀ ହୁଅ। ତୁମ୍ଭେ ମାେ ବିଷୟ ରେ ୟିରୁଶାଲମ ରେ ଯେପରି ସାକ୍ଷ୍ଯ ଦଇେଛ ଠିକ୍ ସହେିପରି ରୋମ ରେ ମଧ୍ଯ ଦବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்