Base Word
ἐπιβαίνω
Short Definitionto walk upon, i.e., mount, ascend, embark, arrive
Long Definitionto get upon, mount
Derivationfrom G1909 and the base of G0939
Same asG0939
International Phonetic Alphabetɛ.piˈβɛ.no
IPA mode̞.piˈve.now
Syllableepibainō
Dictioneh-pee-VEH-noh
Diction Moday-pee-VAY-noh
Usagecome (into), enter into, go abroad, sit upon, take ship

Matthew 21:5
ସିୟୋନ ନଗରୀକୁ କୁହ: ' ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚ଼ଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚ଼ଢ଼ିଛନ୍ତି, ସହେି ଛୁଆ ଏକ ସ୍ତନ୍ଯପାଯୀ ଗଧରୁ ଜନ୍ମ ହାଇେଛି।'ଜିଖରିୟ 9:9

Acts 20:18
ସେ ସମାନଙ୍କେୁ ଆସି ପହଞ୍ଚିବା ପରେ କହିଲେ, ମୁଁ ଏସିଆ ରେ ପହଞ୍ଚିବାର ପ୍ରଥମ ଦିନଠାରୁ ତୁମ୍ଭମାନଙ୍କ ପାଖ ରେ ଅଛି। ତୁମ୍ଭମାନଙ୍କ ସହିତ ରହିଲା ବେଳେ ମୁଁ କିଭଳି ଜୀବନଯାପନ କରିଛି, ତାହା ତୁମ୍ଭମାନେେ ଜାଣ।

Acts 21:2
ପାତାରା ରେ ଫୈନିକୀଆକୁ ଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେ ସେଥି ରେ ଚ଼ଢ଼ିଲୁ ଓ ଯାତ୍ରା କଲୁ।

Acts 21:6
ଆମ୍ଭେ ସମସ୍ତେ ପରସ୍ପରଠାରୁ ବିଦାୟ ନଇେ ଜାହାଜ ରେ ଚ଼ଢ଼ିଲୁ। ଶିଷ୍ଯମାନେ ନିଜ ନିଜ ଘରକୁ ଫରେିଗଲେ।

Acts 25:1
ତା'ପରେ ଫେଷ୍ଟ ରାଜ୍ଯପାଳ ହେଲେ। ସେ ସହେି ପ୍ରଦେଶ ରେ ତିନି ଦିନ ରହିଲେ ଓ ତା'ପରେ କାଇସରୀଆରୁ ୟିରୂଶାଲମ ଚ଼ାଲିଗଲେ।

Acts 27:2
ସହେି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥସଲିେନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்