Base Word
ἀκολουθέω
Short Definitionproperly, to be in the same way with, i.e., to accompany (specially, as a disciple)
Long Definitionto follow one who precedes, join him as his attendant, accompany him
Derivationfrom G0001 (as a particle of union) and κέλευθος (a road)
Same asG0001
International Phonetic Alphabetɑ.ko.luˈθɛ.o
IPA modɑ.kow.luˈθe̞.ow
Syllableakoloutheō
Dictionah-koh-loo-THEH-oh
Diction Modah-koh-loo-THAY-oh
Usagefollow, reach

Matthew 4:20
ସମାନେେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡିଦଇେ ଯୀଶୁଙ୍କୁ ଅନୁସରଣ କଲେ।

Matthew 4:22
ସମାନେେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍କାକୁ ଛାଡି ଦଇେ ଯୀଶୁଙ୍କୁ ଅନୁସରଣ କଲେ.

Matthew 4:25
ତେଣୁ ଗାଲିଲୀ, ଦକୋପଲି, ୟିରୂଶାଲମ, ଯୀହୂଦା ଓ ୟର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।

Matthew 8:1
ଯୀଶୁ ପାହାଡ ଉପରୁ ଓହ୍ଲଇେ ତଳକୁ ଆସିଲେ। ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା।

Matthew 8:10
ଯୀଶୁ ଏହା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ମୁଁ ଏଭଳି ଗଭୀର ବିଶ୍ବାସ ଇଶ୍ରାୟେଲ ରେ କାହାରି ପାଖ ରେ ପାଇନାହିଁ।

Matthew 8:19
ତା'ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, ଗୁରୁ, ଆପଣ ଯେଉଁଆଡେ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।

Matthew 8:22
କିନ୍ତୁ ଯୀଶୁ ତାହାକୁ କହିଲେ, ମାରେ ଅନୁସରଣ କର। ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।

Matthew 8:23
ଯୀଶୁ ନେ ୗକା ରେ ଯାଇ ବସିଲେ ଏବଂ ତାହାଙ୍କ ଶିଷ୍ଯମାନେ ତାହାଙ୍କର ଅନୁଗମନ ଗଲେ।

Matthew 9:9
ଯୀଶୁ ସଠାରୁେ ଯାଉଯାଉ ଦେଖିଲେ ଯେ କର ଆଦାୟ କନ୍େଦ୍ର ରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, ମାରେ ଅନୁସରଣ କର। ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।

Matthew 9:9
ଯୀଶୁ ସଠାରୁେ ଯାଉଯାଉ ଦେଖିଲେ ଯେ କର ଆଦାୟ କନ୍େଦ୍ର ରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, ମାରେ ଅନୁସରଣ କର। ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।

Occurences : 92

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்