Base Word
ἑξήκοντα
Short Definitionsixty
Long Definitionsixty
Derivationthe tenth multiple of G1803
Same asG1803
International Phonetic Alphabethɛk͡sˈe.kon.tɑ
IPA mode̞k͡sˈe̞.kown.tɑ
Syllablehexēkonta
Dictionheks-A-kone-ta
Diction Modayks-A-kone-ta
Usagesixty(-fold), threescore

Matthew 13:8
ଆଉ କିଛି ବୀଜ ଭଲ ମାଟି ଉପରେ ପଡିଲା ଓ ତାହା ବଢି ସେଥି ରେ ଫଳ ଫଳିଲା। କେତକେ ଗଛ ରେ ଶ ହଗେୁଣ, କେତକରେେ ଷାଠିଏ ଗୁଣ ଓ ଆଉ କେତକରେେ ତିରିଶ ଗୁଣ ଅଧିକ ଫଳିଲା।

Matthew 13:23
ଭଲ ମାଟି ଉପରେ ପଡିଥିବା ବୀଜର ଅର୍ଥ କ'ଣ? ସହେି ଲୋକ ଭଳି ସେ ସୁମାଚାର ଶୁଣେ ଓ ତାକୁ ବୁଝିପା ରେ। ସେ ଲୋକ ସଫଳ ହୁଏ। ସହେି ସଫଳତା େ ବେଳବେଳେ ଶ ହେ ଗୁଣ, ଷାଠିଏ ଗୁଣ ଓ ତିରିଶ ଗୁଣ ପର୍ୟ୍ଯନ୍ତ ମିଳିଥାଏ।

Mark 4:8
କେତକେ ବୀଜ ଭଲ ମାଟି ରେ ପଡିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢିଲା ଓ ଫଳ ଫଳିଲା କେତକେ ଗଛ ରେ ତିରିଶଗୁଣ ବା ଷାଠିଏଗୁଣ ବା ଏପରିକି କେତକେ ଗଛ ରେ ଶ ହଗେୁଣ ପର୍ୟ୍ଯନ୍ତ ଫଳ ଫଳିଲା।

Mark 4:20
କେତକେ ଲୋକ ଭଲମାଟି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯକୁ ଶୁଣନ୍ତି ଓ ତା ହେ ଗ୍ରହଣ କରନ୍ତି। ତା'ପରେ ସମାନେେ ବୃଦ୍ଧି ପାଇ ଫଳପ୍ରଦ ହୁଅନ୍ତି। ତାହା େ ବେଳବେଳେ ତିରିଶ ଗୁଣ, ଷାଠିଏ ଗୁଣ ବା ଶ ହେ ଗୁଣ ପର୍ୟ୍ଯନ୍ତ ଫଳ ଦଇେଥାଏ।

Luke 24:13
ସହେିଦିନ ଯୀଶୁଙ୍କର ଦୁଇଜଣ ଶିଷ୍ଯ ଇମ୍ମାଯୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ୟିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର।

1 Timothy 5:9
ବିଧବା ତାଲିକା ( ସବୋକାର୍ୟ୍ଯ) ରେ ଆହୁରି ମଧ୍ଯ ଯୋଗ କରାଯାଇପା ରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତାଠାରୁ ଅଧିକ ବୟସର ହାଇେଥିବେ। ସେ କବଳେ ସ୍ବାମୀର ବିଶ୍ବସ୍ତ ହାଇେଥିବେ।

Revelation 11:3
ମୁଁ ମାରଦେୁଇ ସାକ୍ଷୀଙ୍କୁ କ୍ଷମତା ଦବେି। ସମାନେେ 1260 ଦିନ ପର୍ୟ୍ଯନ୍ତ ଅଖା ପିନ୍ଧି ଭବିଷ୍ଯଦ୍ ବାଣୀ କହିବେ।

Revelation 12:6
ସହେି ସ୍ତ୍ରୀଲୋକଟି, ପରମେଶ୍ବର ତା' ପାଇଁ ପ୍ରସ୍ତୁତ କରି ରଖିଥିବା ମରୁଭୂମିର ଗୋଟିଏ ସ୍ଥାନକୁ ଚାଲିଗଲା। ସଠାେରେ ତା'ର ଯତ୍ନ 1260 ଦିନ ପର୍ୟ୍ଯନ୍ତ ନିଆୟିବ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்