Base Word | |
ἐνθάδε | |
Short Definition | properly, within, i.e., (of place) here, hither |
Long Definition | here |
Derivation | from a prolonged form of G1722 |
Same as | G1722 |
International Phonetic Alphabet | ɛnˈθɑ.ðɛ |
IPA mod | e̞n̪ˈθɑ.ðe̞ |
Syllable | enthade |
Diction | en-THA-theh |
Diction Mod | ane-THA-thay |
Usage | (t-)here, hither |
Luke 24:41
ଶିଷ୍ଯମାନେ ବିସ୍ମିତ ହାଇଗେଲେ। ସମାନେେ ଯୀଶୁଙ୍କୁ ଶରୀର ରେ ଦେଖି ବହୁତ ଖୁସି ହାଇଗେଲେ। ତଥାପି ସମାନେେ ଯାହା ଦେଖିଲେ, ତାହା ବିଶ୍ବାସ କରି ପାରିଲେ ନାହିଁ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ କିଛି ଖାଇବା ପଦାର୍ଥ ଅଛି କି?
John 4:15
ସେ ସ୍ତ୍ରୀଲୋକଟି ଯୀଶୁଙ୍କୁ କହିଲା, ମହାଶୟ, ମାେତେ ସହେି ଜଳ ଦିଅନ୍ତୁ। ମୁଁ ଆଉ ଯେପରି ଆଉ କବେେ ତୃଷାର୍ତ୍ତ ହବେି ନାହିଁ। ମାେତେ ଏଠାକୁ ଆଉ କବେେ ଜଳ ନବୋ ପାଇଁ ଆସିବାକୁ ପଡିବ ନାହିଁ।
John 4:16
ଯୀଶୁ ତାକୁ କହିଲେ, ଯାଅ, ତୁମ୍ଭ ସ୍ବାମୀଙ୍କୁ ଡାକି ଏଠାକୁ ଆସ।
Acts 10:18
ସମାନେେ ତାହାଙ୍କୁ ଡାକିଲେ ଓ ପିତର ନାମ ରେ ପରିଚ଼ିତ ଶିମାନେ ସଠାେରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଚ଼ାରିଲେ।
Acts 16:28
କିନ୍ତୁ ପାଉଲ ଚିତ୍କାର କରି କହିଲେ, ଆମ୍ଭେ ସମସ୍ତେ ଏଠା ରେ ଅଛୁ। ନିଜର କ୍ଷତି କରନାହିଁ।
Acts 17:6
ସମାନେେ ତାହାଙ୍କୁ ନ ପାଇ ଯାସୋନ ଓ କେତକେ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସମାନେେ ପାଟି କରି କହିଲେ, ଏହି ଲୋକମାନେ ସାରା ଜଗତ ରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସମାନେେ ବର୍ତ୍ତମାନ ଏଠାକୁ ମଧ୍ଯ ଆସିଲଣେି।
Acts 25:17
ତେଣୁ ଏହି ଯିହୂଦୀୟମାନେ ବିଚ଼ାର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନକରି ତହିଁ ଆରଦିନ ବିଚ଼ାର ସ୍ଥାନ ରେ ବସିଲି ଓ ସହେି ଲୋକକୁ ବିଚ଼ାରାଳୟକୁ ଆଣିବା ପାଇଁ ଆଦେଶ ଦଲେି।
Acts 25:24
ତା'ପରେ ଫେଷ୍ଟ କହିଲେ, ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ଯକ୍ତି ବୃନ୍ଦ, ଏ ହେଉଛନ୍ତି ସହେି ଲୋକ, ଯାହାଙ୍କ ବିଷୟ ରେ ଉଭୟ ୟିରୂଶାଲମ ଓ ଏଠା ରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମାେ ନିକଟରେ ଚ଼ିତ୍କାର କରି ଆବଦନେ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନଯାଉ।
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்