Matthew 6:13
ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'
Matthew 12:32
ଯଦି କହେି ମନୁଷ୍ଯପୁତ୍ରଙ୍କ ବିରୁଦ୍ଧ ରେ କିଛି କୁ ହେ ତବେେ ତାକୁ କ୍ଷମା କରାଯାଇପା ରେ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରିଦ୍ଧ ରେ କହେି କିଛି କହିଲେ ତାକୁ ବର୍ତ୍ତମାନ ବା ଭବିଷ୍ଯତ ରେ କବେେ ହେଲେ କ୍ଷମା କରାୟିବନାହିଁ।
Matthew 13:22
କଣ୍ଟାବୁଦା ରେ ପଡିଯାଇଥିବା ବୀଜର ଅର୍ଥ କ'ଣ? ମଞ୍ଜିଟି ସହେି ଲୋକ ଯେ ସୁସମାଚାର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମାହେ ଲାଗି ସୁସମାଚାରକୁ ତା ଭିତ ରେ ବଢିବାକୁ ଦିଏନାହିଁ, ସେ ବ୍ଯକ୍ତି କବେେ ସଫଳ ହାଇପୋ ରେ ନାହିଁ।
Matthew 13:39
ଯେଉଁ ଶତୃ ଜଣକ ବାଳୁଙ୍ଗା ବୁଣି ଦଇେଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳି ହେଉଛନ୍ତି ସ୍ବର୍ଗଦୂତମାନେ।
Matthew 13:40
ଯେପରି ବାଳୁଙ୍ଗାକୁ ଏକାଠି କରା ହେଲା ଓ ନିଆଁ ରେ ପୋଡି଼ ଦିଆଗଲା, ଠିକ୍ ସହେିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହବେ।
Matthew 13:49
ସଂସାର ଶଷେ ହବୋ ବେଳେ ଏହିଭଳି ଘଟିବ। ସ୍ବର୍ଗଦୂତମାନେ ଆସିବେ। ସମାନେେ ଧାର୍ମିକଲୋକଙ୍କ ଭିତରୁ ପାପୀଲୋକଙ୍କୁ ଅଲଗା କରି ଦବେେ।
Matthew 21:19
ରାସ୍ତା କଡ଼ ରେ ସେ ଗୋଟିଏ ଡ଼ିମ୍ବିରି ଗଛ ଦେଖିଲେ। ସେ ଗଛ ପାଖକୁ ଗଲେ। ଗଛ ରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, ଆଉ ଏଣିକି ତୋ ଠା ରେ ଫଳ ଆସିବ ନାହିଁ। ସଙ୍ଗେ ସଙ୍ଗେ ଡ଼ିମ୍ବିରି ଗଛଟି ଶୁଖି ମରିଗଲା।
Matthew 24:3
ପରେ ଯେତବେେଳେ ଯୀଶୁ ଜୀତ ପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ଯମାନେ ସେ ଏକାନ୍ତ ରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କବେେ ଘଟିବ? କେଉଁ ସଙ୍କତେ ଦଖାଇବେ ଯେ ଆପଣଙ୍କ ପୁନର୍ବାର ଆସିବ ଓ ଜଗତର ଅନ୍ତ ହବୋ ସମୟ ହେଲାଣି?
Matthew 28:20
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
Mark 3:29
କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧ ରେ ଯେଉଁ ଲୋକ କିଛି କହିବ, ତାହାକୁ କବେେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସହେି ପାପର ଦୋଷୀ ହବେ।
Occurences : 128
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்