Base Word
ἐγκαλέω
Short Definitionto call in (as a debt or demand), i.e., bring to account (charge, criminate, etc.)
Long Definitionto come forward as accuser against, bring charge against
Derivationfrom G1722 and G2564
Same asG1722
International Phonetic Alphabetɛŋ.kɑˈlɛ.o
IPA mode̞ŋ.kɑˈle̞.ow
Syllableenkaleō
Dictioneng-ka-LEH-oh
Diction Modayng-ka-LAY-oh
Usageaccuse, call in question, implead, lay to the charge

Acts 19:38
ସେ କହିଲେ, ଆମ୍ଭର ବିଚ଼ାରାଳୟ ଅଛି ଓ ବିଚ଼ାରକମାନେ ମଧ୍ଯ ଅଛନ୍ତି। ଯଦି କାହାରି ବିରୁଦ୍ଧ ରେ ଦୀମୀତ୍ରିୟ ବା ତା'ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ, ସମାନେେ ସଠାେକୁ ଯାଇ ପରସ୍ପର ବିରୁଦ୍ଧ ରେ ଅଭି ଯୋଗ ଆଣି ପାରନ୍ତି।

Acts 19:40
ଆଜିର ଜନ ସଭା ରେ ଆନ୍ ଦୋଳନ ସକାେଶ ଆମ୍ଭେ ଦୋଷୀ ହାଇପୋରୁ, ଯେ ହତେୁ ଆମ୍ଭପାଖ ରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।

Acts 23:28
ମୁଁ ଏହି ଲୋକକୁ ସମାନଙ୍କେର ମହାସଭାକୁ ନଇେ ତାହା ବିରୁଦ୍ଧ ରେ ଥିବା ଅଭିଯୋଗ ଜାଣିବାକୁ ଚ଼ାହୁଁଥିଲି।

Acts 23:29
ତା'ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସମାନଙ୍କେ ବ୍ଯବସ୍ଥା ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଭିୟୁକ୍ତ ହାଇେଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ।

Acts 26:2
ହେ ରାଜା ଆଗ୍ରିପ୍ପା, ମୁଁ ନିଜକୁ ଭାଗ୍ଯବାନ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖ ରେ ୟିହୁଦୀମାନଙ୍କ ଦ୍ବାରା ଅଭିଯୋଗ ବିରୁଦ୍ଧ ରେ ମାେ ପକ୍ଷ ରେ ଉତ୍ତର ଦବୋ ପାଇଁ ସମର୍ଥ ହାଇପୋରିଛି।

Acts 26:7
ଯେଉଁ ପ୍ରତିଜ୍ଞାକୁ ଇଶ୍ରାୟେଲର ବାରୋଟି ଗୋଷ୍ଠୀ ମଧ୍ଯ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ବରଙ୍କୁ ପୂଜା କରନ୍ତି, ମୁଁ ମଧ୍ଯ ସହେି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସହେି ପ୍ରତିଜ୍ଞା ଉପରେ ମାରେ ଆଶା ଓ ବିଶ୍ବାସ ଥିବାରୁ ଯିହୂଦୀମାନେ ମାେ ବିରୁଦ୍ଧ ରେ ଅଭିଯୋଗ କରୁଛନ୍ତି।

Romans 8:33
ପରମେଶ୍ବର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିୟୁକ୍ତ କରି ପାରିବ? କହେି ନୁହେଁ! ପରମେଶ୍ବର ହିଁ ସହେି ଲୋକମାନଙ୍କୁ ଧାର୍ମିକ କରନ୍ତି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்