Base Word
δίκη
Short Definitionright (as self-evident), i.e., justice (the principle, a decision, or its execution)
Long Definitioncustom, usage
Derivationprobably from G1166
Same asG1166
International Phonetic Alphabetˈði.ke
IPA modˈði.ke̞
Syllabledikē
DictionTHEE-kay
Diction ModTHEE-kay
Usagejudgment, punish, vengeance

Acts 25:15
ମୁଁ ୟିରୂଶାଲମ ରେ ରହିବା ସମୟରେ ମୁଖ୍ଯ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମାେ ନିକଟରେ ତା ବିରୁଦ୍ଧ ରେ ଅଭିଯୋଗ କରିଥିଲେ। ସମାନେେ ତାର ମୃତ୍ଯୁ ଦଣ୍ଡ ଚ଼ାହୁଁଥିଲେ।

Acts 28:4
ସଠାେର ବାସିନ୍ଦାମାନେ ତାହାଙ୍କ ହାତ ରେ ସାପ ଝୁଲୁ ଥିବାର ଦେଖିଲେ। ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, ଏ ଲୋକଟିର ନିଶ୍ଚୟ ମୃତ୍ଯୁ ହବେ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ଯାୟ ଏହାକୁ ବଞ୍ଚିବା ପାଇଁ ଦଲୋ ନାହିଁ।

2 Thessalonians 1:9
ସହେି ଲୋକମାନେ ଅନନ୍ତ ବିନାଶ ଦ୍ବାରା ଦଣ୍ଡିତ ହବେେ। ସମାନଙ୍କେୁ ପ୍ରଭୁଙ୍କ ସହିତ ରହିବାକୁ ଦିଆୟିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସମାନଙ୍କେୁ ଦୂର ରେ ରଖାୟିବ।

Jude 1:7
ସଦୋମ, ଗ ମାରେ ଓ ତା' ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସମାନେେ ଠିକ୍ ସହେି ସ୍ବର୍ଗଦୂତମାନଙ୍କ ପରି। ସହେି ନଗରଗୁଡ଼ିକ ବ୍ଯଭିଚାର ପାପ ଓ ଅସ୍ବାଭାବିକ କାମୁକତା ରେ ପରିପୂର୍ଣ୍ଣ ଥିଲା। ସମାନେେ ଅନନ୍ତ ଅଗ୍ନି ଦଣ୍ଡ ରେ ଦଣ୍ଡିତ ହେଲେ। ସମାନଙ୍କେର ଦଣ୍ଡ ଆମ୍ଭମାନଙ୍କ ଆଗ ରେ ଗୋଟିଏ ଉଦାହରଣ ସ୍ବରୂପ ରହିଛି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்