Romans 5:10 ମାେ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ବରଙ୍କର ଶତୃ ହାଇେଥିଲେ ମଧ୍ଯ, ସେ ନିଜ ପୁତ୍ରଙ୍କ ମୃତ୍ଯୁ ଦ୍ବାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେ ହତେୁ ଆମ୍ଭେ ପରମେଶ୍ବରଙ୍କର ମିତ୍ର, ପରମେଶ୍ବର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ଯମ ରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ।
Romans 5:10 in Other Translations
King James Version (KJV) For if, when we were enemies, we were reconciled to God by the death of his Son, much more, being reconciled, we shall be saved by his life.
American Standard Version (ASV) For if, while we were enemies, we were reconciled to God through the death of his Son, much more, being reconciled, shall we be saved by his life;
Bible in Basic English (BBE) For if, when we were haters of God, the death of his Son made us at peace with him, much more, now that we are his friends, will we have salvation through his life;
Darby English Bible (DBY) For if, being enemies, we have been reconciled to God through the death of his Son, much rather, having been reconciled, we shall be saved in [the power of] his life.
World English Bible (WEB) For if, while we were enemies, we were reconciled to God through the death of his Son, much more, being reconciled, we will be saved by his life.
Young's Literal Translation (YLT) for if, being enemies, we have been reconciled to God through the death of His Son, much more, having been reconciled, we shall be saved in his life.
if,
εἰ
ei
ee
For
γὰρ
gar
gahr
enemies,
ἐχθροὶ
echthros
ake-THROSE
when we were
ὄντες
ōn
one
we were reconciled
κατηλλάγημεν
katallassō
ka-tahl-LAHS-soh
τῷ
ho
oh
to God
θεῷ
theos
thay-OSE
by
διὰ
dia
thee-AH
the
τοῦ
ho
oh
death of
θανάτου
thanatos
THA-na-tose
τοῦ
ho
oh
Son,
υἱοῦ
huios
yoo-OSE
his
αὐτοῦ
autos
af-TOSE
much
πολλῷ
polys
poh-LYOOS
more,
μᾶλλον
mallon
MAHL-lone
being reconciled,
καταλλαγέντες
katallassō
ka-tahl-LAHS-soh
we shall be saved
σωθησόμεθα
sōzō
SOH-zoh
by
ἐν
en
ane
τῇ
ho
oh
life.
ζωῇ
zōē
zoh-A
his
αὐτοῦ·
autos
af-TOSE
Read Full Chapter :
Romans 5
Cross Reference
2 Corinthians 5:18
ଏହି ସବୁ ବିଷୟ ପରମେଶ୍ବରଙ୍କ ଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ନିଜେ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ ଲୋକମାନେ ଯେପରି ପରମେଶ୍ବରଙ୍କ ସହ ଶାନ୍ତି ସ୍ଥାପନ କରିବେ, ଏହି ଦାଯିତ୍ବ ଆମ୍ଭମାନଙ୍କୁ ଦଇେଛନ୍ତି।
Ephesians 2:16
କ୍ରୁଶ ଉପରେ ମୃତ୍ଯୁବରଣ କରି ସେ ଦୁଇ ଦଳ ଭିତ ରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସହେି ଦୁଇଟି ଦଳରୁ ଗୋଟିଏ ଶରୀର ରେ ପରିଣତ କରିବା ପରେ ଖ୍ରୀଷ୍ଟ ସମାନଙ୍କେୁ ପରମେଶ୍ବରଙ୍କ ସହିତ ମିଳିତ କରାଇବା ପାଇଁ ଚାହିଁଲେ।
Romans 8:32
ପରମେଶ୍ବର ଆମ୍ଭ ପାଇଁ ସବୁ କିଛି
Colossians 1:20
ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ବର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ। ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ବାରା ପରମେଶ୍ବର ଶାନ୍ତି ଆଣିଲେ।
2 Corinthians 4:10
ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ଯୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ଯ ଆମ୍ଭ ଭିତ ରେ ପ୍ରକାଶିତ ହବେ।
Daniel 9:24
ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।
Hebrews 7:25
ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଖକୁ ଆସନ୍ତି, ସମାନଙ୍କେୁ ଯୀଶୁ ପରିତ୍ରାଣ ଦଇେ ପାରିବେ। ସେ ନିତ୍ଯ ଜୀବିତ ହବୋରୁ, ଲୋକେ ଯେତବେେଳେ ପରମେଶ୍ବରଙ୍କ ପାଖକୁ ଆସିବେ, ଯୀଶୁ ସମାନଙ୍କେୁ ସର୍ବଦା ସାହାୟ୍ଯ କରି ପାରିବେ।
John 11:25
ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।
John 14:19
ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମାେତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମାେତେ ଦେଖି ପାରିବ। ତୁମ୍ଭମାନେେ ଜୀବିତ ରହିବ, କାରଣ ମୁଁ ଜୀବିତ।
Romans 5:11
ଆମ୍ଭେ ଯେ କବଳେ ରକ୍ଷା ପାଇବୁ ତା ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଠା ରେ ମଧ୍ଯ ଅତ୍ଯଧିକ ଆନନ୍ଦିତ ହତେୁ କବଳେ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ବରଙ୍କ ମିତ୍ର ଅଟୁ।
Romans 8:7
ଏହା କାହିଁକି ସତ୍ଯ? କାରଣ ଯଦି ଜଣେ ଲୋକର ବିଚାର ତାହାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ସେ ଲୋକ ପରମେଶ୍ବରଙ୍କର ବିରୋଧୀ। ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବାକୁ ମନା କରେ।ପ୍ରକୃତ ରେ ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବା ପାଇଁ ଅସମର୍ଥ।
Romans 8:34
କିଏ କହି ପାରିବ ଯେ ପରମେଶ୍ବରଙ୍କ ଲୋକମାନେ ଦୋଷୀ? କହେି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ଯୁ କଲେ, କିନ୍ତୁ ତାହାହିଁ ସବୁ କିଛି ନୁହେଁ। ସେ ମୃତ୍ଯୁରୁ ମଧ୍ଯ ଜୀବିତ ହେଲେ। ସେ ଏବେ ପରମେଶ୍ବରଙ୍କ ଡାହାଣ ପଟ ରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ବରଙ୍କୁ ନିବଦନକରେୁଛନ୍ତି।
Leviticus 6:30
ମାତ୍ର ପବିତ୍ର ସ୍ଥାନ ରେ ପ୍ରାଯଶ୍ଚିତ କରିବା ନିମନ୍ତେ ଯଦି କୌଣସି ପାପାର୍ଥକ ବଳିର ରକ୍ତ ସମାଗମ ତମ୍ବୁ ଭିତରକୁ ଅଣାୟାଏ, ତବେେ ସହେି ପାପାର୍ଥକ ବଳି ନିଶ୍ଚଯ ଭୋଜନ କରାୟିବା ଉଚିତ୍ ନୁହେଁ। ତାହା ସମ୍ପୁର୍ଣ୍ଣରୂପେ ଅଗ୍ନି ରେ ଦଗ୍ଧ କରାୟିବା ଉଚିତ୍।
2 Corinthians 5:21
ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।
Colossians 3:3
ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ବଭାବର ମୃତ୍ଯୁ ହାଇଯୋଇଛି ଓ ପରମେଶ୍ବରଙ୍କଠା ରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି।
Hebrews 2:17
ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।
Revelation 1:18
ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବଳେ ପାଇଁ ଜୀବିତ ହାଇେଅଛି। ମାେ ପାଖ ରେ ମୃତ୍ଯୁ ଓ ପାତାଳର ଚାବି ରହିଛି।
Romans 11:28
ଯିହୂଦୀମାନେ ସୁସମାଚ୍ଭାର ଗ୍ରହଣ କରୁ ନ ଥିବାରୁ, ପରମେଶ୍ବରଙ୍କ ଶତୃ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ଯ ପରମେଶ୍ବରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦଇେଥିବା ପ୍ରତିଜ୍ଞା ହତେୁ, ପରମେଶ୍ବର ସମାନଙ୍କେୁ ଖୁବ ଭଲ ପାଆନ୍ତି।
2 Chronicles 29:24
ଛାଗମାନଙ୍କର ରକ୍ତକୁ ୟଜ୍ଞବଦେୀ ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ବର ଯେପରି ଇଶ୍ରାୟେଲର ଲୋକମନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସମାନେେ ଏହିପରି କଲେ। ରାଜା କହିଲେ ଯେ, ଇଶ୍ରାୟେଲର ସମସ୍ତ ଲୋକଙ୍କ ନିମନ୍ତେ ହାମବେଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାୟିବା ଉଚିତ୍।
Ezekiel 45:20
ଆଉ ଯେଉଁ ଲୋକ ଭ୍ରାନ୍ତି ରେ କୌଣସି ପାପ କରେ ତାହା ପାଇଁ ଓ ସହେିମାନଙ୍କ ପାଇଁ ଅଜାଣତ ରେ ପାପ କରେ, ତାହା ପାଇଁ ତୁମ୍ଭେ ମାସର ସପ୍ତମ ଦିନ ରେ ଏହି ପ୍ରକାର କରିବ। ଏହିରୂପେ ତୁମ୍ଭମାନେେ ମନ୍ଦିରକୁ ପବିତ୍ର କରିବ।
John 5:26
ସ୍ବଯଂ ପରମପିତା ହେଉଛନ୍ତି ଜୀବନର ଉତ୍ସ। ଅତଏବ ସେ ପୁତ୍ରଙ୍କୁ ଜୀବନଦାନ କରିବା ପାଇଁ ଅନୁମତି ଦଇେଛନ୍ତି।
John 6:40
ପ୍ରେତ୍ୟକକ ଲୋକ ୟିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠା ରେ ବିଶ୍ବାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶଷେ ଦିନ ରେ ଉତ୍ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।
John 6:57
ପରମପିତା ମାେତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହତେୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମାେତେ ଭୋଜନ କରେ ସେ ମାେ ହତେୁ ଜୀବିତ ରହିବ।
John 10:28
ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।