Index
Full Screen ?
 

Psalm 82:7 in Oriya

Psalm 82:7 Oriya Bible Psalm Psalm 82

Psalm 82:7
ତଥାପି ତୁମ୍ଭମାନେେ ମନୁଷ୍ଯ ପରି ମରିବ। ତୁମ୍ଭେ ରାଜକୁମାର ପରି ମୃତ୍ଯୁବରଣ କରିବ।

But
אָ֭כֵןʾākēnAH-hane
ye
shall
die
כְּאָדָ֣םkĕʾādāmkeh-ah-DAHM
like
men,
תְּמוּת֑וּןtĕmûtûnteh-moo-TOON
fall
and
וּכְאַחַ֖דûkĕʾaḥadoo-heh-ah-HAHD
like
one
הַשָּׂרִ֣יםhaśśārîmha-sa-REEM
of
the
princes.
תִּפֹּֽלוּ׃tippōlûtee-poh-LOO

Cross Reference

Psalm 49:12
ଲୋକମାନେ ବିତ୍ତଶାଳୀ ହାଇେ ପାରନ୍ତି। କିନ୍ତୁ ସମାନେେ ଏଠାରେ ଚିରଦିନ ରହିପାରିବେ ନାହିଁ। ସମାନେେ ପଶୁ ତୁଲ୍ଯ ମୃତ୍ଯୁବରଣ କରିବେ।

Ezekiel 31:14
ଆଉ ଜଳରାଶିର ନିକଟବର୍ତ୍ତୀ କୌଣସି ବୃକ୍ଷ ଆପଣା ଦୀର୍ଘତା ଯୋଗୁଁ ଗର୍ବିତ ହବେ ନାହିଁ ଓ ସମାନେେ ମେଘଗୁଡ଼ିକୁ ଛୁଇଁବା ପାଇଁ ଚେଷ୍ଟା କରିବେ ନାହିଁ। ଆଉ ଜଳ ସଚେିତ ବୃକ୍ଷସବୁ କିପରି ସମାନେେ ଡେଙ୍ଗା ହବେେ, ଏ ବିଷଯ ରେ ଅହଂକାର କରିବେ ନାହିଁ। କାରଣ ସମାନଙ୍କେ ମଧ୍ଯରୁ ସମସ୍ତେ ମୃତ୍ଯୁ ଅବଶ୍ଯାମ୍ଭାବିତ ଅଟେ, ପୃଥିବୀ ତଳକୁ ୟିବାକୁ ଠିକ୍ ଲୋକମାନେ କବରକୁ ଗଲାପରି। ସମାନେେ ଅନ୍ୟମାନଙ୍କୁ ଯୋଗ ଦବେେ, ୟିଏ ପୂର୍ବରୁ ଗର୍ତ୍ତ ଭିତରକୁ ୟାଇଥିଲେ।

Job 21:32
ତଥାପି ଦୁଷ୍ଟ ବ୍ଯକ୍ତି କବରକୁ ବୁହାୟିବ ଓ ତାକୁ ପ୍ରହରୀ ଜଗିବେ।

Psalm 83:11
ତୁମ୍ଭେ ସମାନଙ୍କେ ପ୍ରଧାନବର୍ଗଙ୍କୁ ଓରେବ୍, ସବରେ, ସବହେ ଓ ସଲମୁନଙ୍କୁ ପରାସ୍ତ କଲା ପରି ପରାସ୍ତ କର।

Chords Index for Keyboard Guitar