Psalm 78:9
ଇଫ୍ରଯିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସମାନେେ ୟୁଦ୍ଧ ହବୋ ଦିନରେ ପଳାଯନ କଲେ।
Psalm 78:9 in Other Translations
King James Version (KJV)
The children of Ephraim, being armed, and carrying bows, turned back in the day of battle.
American Standard Version (ASV)
The children of Ephraim, being armed and carrying bows, Turned back in the day of battle.
Bible in Basic English (BBE)
The children of Ephraim, armed with bows, were turned back on the day of the fight.
Darby English Bible (DBY)
The sons of Ephraim, armed bowmen, turned back in the day of battle.
Webster's Bible (WBT)
The children of Ephraim, being armed, and carrying bows, turned back in the day of battle.
World English Bible (WEB)
The children of Ephraim, being armed and carrying bows, Turned back in the day of battle.
Young's Literal Translation (YLT)
Sons of Ephraim -- armed bearers of bow, Have turned in a day of conflict.
| The children | בְּֽנֵי | bĕnê | BEH-nay |
| of Ephraim, | אֶפְרַ֗יִם | ʾeprayim | ef-RA-yeem |
| being armed, | נוֹשְׁקֵ֥י | nôšĕqê | noh-sheh-KAY |
| and carrying | רוֹמֵי | rômê | roh-MAY |
| bows, | קָ֑שֶׁת | qāšet | KA-shet |
| turned back | הָ֝פְכ֗וּ | hāpĕkû | HA-feh-HOO |
| in the day | בְּי֣וֹם | bĕyôm | beh-YOME |
| of battle. | קְרָֽב׃ | qĕrāb | keh-RAHV |
Cross Reference
Deuteronomy 1:41
ଏହାପରେ ତୁମ୍ଭମାନେେ କହିଲ, ' ମାଶାେ, ଆମ୍ଭେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିଅଛକ୍ସ୍ଟ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଆମ୍ଭେ ୟକ୍ସ୍ଟଦ୍ଧ କରିବା।' ଏହାପରେ ତୁମ୍ଭମାନେେ ନିଜ ନିଜର ୟକ୍ସ୍ଟଦ୍ଧଅସ୍ତ୍ର ଧରି ପର୍ବତ ଉପରକକ୍ସ୍ଟ ୟିବାକକ୍ସ୍ଟ ଅଗ୍ରସର ହେଲ। ତୁମ୍ଭମାନେେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ଯମଯ ଦେଶ ଅଧିକାର କରିବାକୁ ସକ୍ସ୍ଟବିଧା ହବେ।
Psalm 78:57
ପରମେଶ୍ବରଙ୍କଠାରୁ ବିମୁଖ ହାଇେ ଇଶ୍ରାୟେଲର ଲୋକମାନେ ନିଜର ପୂର୍ବପୁରୁଷଙ୍କ ପରି ବିଶ୍ବାସଘାତକତା କଲେ। ସମାନେେ ଗୋଟିଏ ବୁମରୋଂ ତୁଲ୍ଯ ହେଲେ। ୟାହା ଫରେିଗଲା ଓ ଅନ୍ୟ ଦିଗରେ ଚାଲିଗଲା।
1 Chronicles 12:2
ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡ଼ାହାଣ ଓ ବାମ ଉଭୟ ହସ୍ତଦ୍ବାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ଯ, ସମାନେେ ସମାନଙ୍କେ ଡ଼ାହାଣ ଓ ବାମ, ଉଭୟ ହସ୍ତଦ୍ବାରା ବାଟୁଳି ଦ୍ବାରା ପଥର ମାରିପାରୁ ଥିଲେ। ସମାନେେ ବିନ୍ଯାମୀନୀଯ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀଯ ଥିଲେ।
1 Samuel 31:1
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଇଶ୍ରାୟେଲୀୟମାନେ ଭୟ ରେ ସଠାେରକ୍ସ୍ଟ ଦୌଡି ପଳାଯନ କଲେ। ଗିଲବୋଯ ପର୍ବତ ଉପରେ ବହକ୍ସ୍ଟତ ଇଶ୍ରାୟେଲୀୟମାନଙ୍କୁ ମାରି ଦିଆଗଲା।
1 Samuel 4:10
ତହିଁରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କଲେ ଓ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ପ୍ରେତ୍ୟକକ ଆପଣା ଆପଣା ତମ୍ବୁକକ୍ସ୍ଟ ଫରେିଗଲେ, ସେତବେେଳେ ଅତି ମହାସଂହାର ହେଲା, କାରଣ ସେଥି ରେ ଇଶ୍ରାୟେଲର 30,000 ପଦାତିକ ସୈନ୍ଯ ମରି ପଡିଲେ।
Judges 20:39
ବିନ୍ଯାମୀନର ସୈନ୍ଯମାନେ ପ୍ରାଯ ତିରିଶ ଜଣ ଇଶ୍ରାୟେଲୀୟ ୈସନ୍ଯମାନଙ୍କୁ ହତ୍ଯା କଲେ। ତେଣୁ ବିନ୍ଯାମୀନୀଯମାନେ ନିଜକକ୍ସ୍ଟ ନିଜେ କହିଲେ, ଆମ୍ଭମାନେେ ଠିକ୍ ପୂର୍ବ ପରି ଜଯ କରୁଛକ୍ସ୍ଟ।
Judges 9:38
ତେଣୁ ସବୂଲ ତାଙ୍କୁ କହିଲା, ତୁମ୍ଭେ ଏବେ କାହିଁକି ଦର୍ପ କରୁନାହଁ? ତୁମ୍ଭେ କହିଥିଲ, 'ଅବୀମଲକେ କିଏ ଆମ୍ଭେ ଯେ ନିଶ୍ଚିତ ତାହାର ଆମେ ସବୋ କରିବକ୍ସ୍ଟ? ତୁମ୍ଭେ କଣ ଏହି ୈସନ୍ଯମାନଙ୍କୁ ପରିହାସ କରି ନଥିଲ? ବର୍ତ୍ତମାନ ୟାଅ ଓ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର।
Judges 9:28
ଏଥି ରେ ଏବଦର ପକ୍ସ୍ଟତ୍ର ଗାଲ୍ କହିଲା, ଆମ୍ଭେ ହେଉଛକ୍ସ୍ଟ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମଲକେକକ୍ସ୍ଟ ମାନିବକ୍ସ୍ଟ? ସେ କିଏ? ଆମେ କାହିଁକି ତାକକ୍ସ୍ଟ ମାନିବା? ଏହା ସତ୍ଯ ଅବୀମଲେକ୍ ହଇେଛି ୟିରକ୍ସ୍ଟଦ୍ଦାଲ୍ର ପକ୍ସ୍ଟତ୍ର, ନକ୍ସ୍ଟ ହେଁ କି? ଏବଂ ଅବୀମଲେକ୍ ସବୂଲୂକକ୍ସ୍ଟ ତା'ର ଅଧିକାରୀ କଲା, ନକ୍ସ୍ଟ ହେଁ କି? ଆମ୍ଭେ ଶିଖିମର ପିତା ହ ମାରେର ଲୋକମାନଙ୍କର ସବୋ କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମଲକରେ ସବୋ କରିବକ୍ସ୍ଟ?
Joshua 17:16
ଯୋଷେଫ୍ର ଲୋକମାନେ କହିଲେ, ଏହା ସତ୍ଯ ଯେ ଇଫ୍ରଯିମର ପର୍ବତମଯ ଦେଶ ଆମ୍ଭ ପାଇଁ ୟଥେଷ୍ଟ ନକ୍ସ୍ଟ ହେଁ। କିନ୍ତୁ ସଠାେରେ କିଣାନୀଯ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳ ରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସମାନଙ୍କେର ଲକ୍ସ୍ଟହାର ରଥ ଅଛି। ଏବଂ ସମାନେେ ୟିଷ୍ରିଯଲେ ଉପତ୍ୟକା ତାଙ୍କ ଅଧିନ ରେ ଅଛି। ବୈଥ୍ଶାନି ଏବଂ ତା'ର ଉପସହର ଗକ୍ସ୍ଟଡିକ ସହେି ଅଞ୍ଚଳର ଅଟେ।
Luke 22:33
କିନ୍ତୁ ପିତର ଯୀଶୁଙ୍କୁ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ୟିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।