Psalm 110:4
ସଦାପ୍ରଭୁ ପ୍ରତିଜ୍ଞା କଲେ, ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ। ୟାଜକ ମଲ୍କୀଷଦକଙ୍କେ ପରି ତୁମ୍ଭେ ଅନନ୍ତକାଳୀନ ୟାଜକ ହବେ।
Psalm 110:4 in Other Translations
King James Version (KJV)
The LORD hath sworn, and will not repent, Thou art a priest for ever after the order of Melchizedek.
American Standard Version (ASV)
Jehovah hath sworn, and will not repent: Thou art a priest for ever After the order of Melchizedek.
Bible in Basic English (BBE)
The Lord has made an oath, and will not take it back. You are a priest for ever, after the order of Melchizedek.
Darby English Bible (DBY)
Jehovah hath sworn, and will not repent, Thou art priest for ever after the order of Melchisedek.
World English Bible (WEB)
Yahweh has sworn, and will not change his mind: "You are a priest forever in the order of Melchizedek."
Young's Literal Translation (YLT)
Jehovah hath sworn, and doth not repent, `Thou `art' a priest to the age, According to the order of Melchizedek.'
| The Lord | נִשְׁבַּ֤ע | nišbaʿ | neesh-BA |
| hath sworn, | יְהוָ֨ה׀ | yĕhwâ | yeh-VA |
| not will and | וְלֹ֥א | wĕlōʾ | veh-LOH |
| repent, | יִנָּחֵ֗ם | yinnāḥēm | yee-na-HAME |
| Thou | אַתָּֽה | ʾattâ | ah-TA |
| priest a art | כֹהֵ֥ן | kōhēn | hoh-HANE |
| for ever | לְעוֹלָ֑ם | lĕʿôlām | leh-oh-LAHM |
| after | עַל | ʿal | al |
| the order | דִּ֝בְרָתִ֗י | dibrātî | DEEV-ra-TEE |
| of Melchizedek. | מַלְכִּי | malkî | mahl-KEE |
| צֶֽדֶק׃ | ṣedeq | TSEH-dek |
Cross Reference
Hebrews 7:17
ଶାସ୍ତ୍ର ରେ ତାଙ୍କ ବିଷୟ ରେ କୁହାୟାଇଛି : ତୁମ୍ଭେ ମଲ୍କୀଷଦକଙ୍କେ ଭଳି ଜଣେ ଅନନ୍ତକାଳୀନ ଯାଜକ ଅଟ।310
Hebrews 7:21
କିନ୍ତୁ ପରମେଶ୍ବରଙ୍କ ଶପଥ କରିଥିବା ହତେୁରୁ ଯୀଶୁ ଯାଜକ ହାଇେଥିଲେ। ପରମେଶ୍ବର କହିଥିଲେ :
Hebrews 5:6
ଅନ୍ୟ ଗୋଟିଏ ସ୍ଥାନ ରେ ପରମେଶ୍ବର କୁହନ୍ତି :
Numbers 23:19
ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!
Zechariah 6:13
ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ ଓ ମହିମା ପ୍ରାପ୍ତ ହବେେ। ସେ ମଧ୍ଯ ଆପଣା ସିଂହାସନ ରେ ବସିବେ ଓ ରାଜତ୍ବ କରିବେ। ଆଉ ମଧ୍ଯ ଜଣେ ଯାଜକ ତାଙ୍କ ସିଂହାସନ ରେ ବସି ଯାଜକ ହବେେ। ସହେି ଦୁଇଜଣ ମଧିଅରେ ଶାନ୍ତିର ନତେୃତ୍ବ ହବେ।'
Genesis 14:18
ଶାଲମର ରାଜା ମଲ୍କୀଷଦକେ ଅବ୍ରାହାମକୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ବରଙ୍କର ଯାଜକ। ମଲକୀଷଦକେ ରୋଟୀ ଓ ଦ୍ରାକ୍ଷାରସ ଘନେି ଆସିଲେ।
Hebrews 7:28
ବ୍ଯବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ଯକୁ ମହାୟାଜକ ପଦ ରେ ନିୟୁକ୍ତ କଲେ। ପରମେଶ୍ବର ଯେଉଁ ଶପଥ ବ୍ଯବସ୍ଥା ପରେ କରିଥିଲେ, ତଦ୍ଦ୍ବାରା ପରମେଶ୍ବରଙ୍କ ପୁତ୍ର ଅନନ୍ତକାଳ ପର୍ୟ୍ଯନ୍ତ ମହାୟାଜକ ପଦ ରେ ନିୟୁକ୍ତି ପାଇଲେ।
Revelation 1:6
ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ଯ ସ୍ବରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ବରଙ୍କର ସବୋ ରେ ଯାଜକ ରୂପେ ନିୟୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ୟୁଗେ ୟୁଗେ ହେଉ। ଆମେନ୍।
Hebrews 7:11
ଲବେୀ ପରିବାରବର୍ଗଙ୍କ308 ଯାଜକମାନଙ୍କର ପଦ୍ଧତି ଅନୁଯାଯୀ ଲୋକଙ୍କୁ ବ୍ଯବସ୍ଥା ପ୍ରଦତ୍ତ ହାଇେଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା ଲୋକମାନଙ୍କୁ ଆଧ୍ଯାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ଯକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକର ଆବଶ୍ଯକ ଥିଲା।
Hebrews 6:20
ଯୀଶୁ ଆଗରୁ ସଠାେକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମଲକୀଷଦକଙ୍କେ ଭଳି ଯୀଶୁ ଅନନ୍ତକାଳୀନ ମହାୟାଜକ ଅଟନ୍ତି।
Hebrews 6:13
ପରମେଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା ଦଇେଥିଲେ। ପରମେଶ୍ବରଙ୍କ ବ୍ଯତୀତ ମହାନ ଲୋକ ଆଉ କହେି ନାହାଁନ୍ତି। ଅତଏବ ପରମେଶ୍ବର ନିଜ ନାମ ରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି।
Psalm 132:11
ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
Psalm 89:34
ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।