Philippians 4

fullscreen1 ମାେ ପ୍ରିୟ ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମାରେ ଆନନ୍ଦ ଓ ମାରେ ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଚାଲିଥାଅ।

fullscreen2 ଇଯଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠା ରେ ଏକମତ ହବୋକୁ ମୁଁ ନିବଦନେ କରେ।

fullscreen3 ହେ ବନ୍ଧୁ, ତୁମ୍ଭେ ଯେ ହତେୁ ମାେ ସହିତ ବିଶ୍ବସ୍ତ ଭାବରେ ସବୋ କରୁଛ, ଯେଉଁ ସ୍ତ୍ରୀ ଲୋକମାନେ ମୁଁ ସୁସମାଚାର ପ୍ରଚାର କଲା ବେଳେ ମାେ ସହିତ ପରିଶ୍ରମ କରିଅଛନ୍ତି, ସମାନଙ୍କେୁ ସାହାୟ୍ଯ କର ବୋଲି ତୁମ୍ଭକୁ ମୁଁ ନିବଦନେ କରେ। ସମାନେେ କ୍ଲମେନ୍େସ ଏବଂ ମାରେ ଅନ୍ୟ ସହକାରୀମାନଙ୍କ ସହିତ ସବୋକାର୍ୟ୍ଯ କରିଛନ୍ତି। ସମାନଙ୍କେ ନାମ ଜୀବନ-ପୁସ୍ତକ288 ରେ ଲଖାେଅଛି।

fullscreen4 ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।

fullscreen5 ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଆସୁଛନ୍ତି।

fullscreen6 କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।

fullscreen7 ପରମେଶ୍ବରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠା ରେ ସୁରକ୍ଷା କରି ରଖିବ। ପରମେଶ୍ବରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।

fullscreen8 ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।

fullscreen9 ମାଠାରୁେ ଯାହା ସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମାେତେ ଯାହାସବୁ କରିଥିବା ଦେଖିଛ, ସଗେୁଡ଼ିକୁ କର। ଶାନ୍ତିଦାତା ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।

1 Therefore, my brethren dearly beloved and longed for, my joy and crown, so stand fast in the Lord, my dearly beloved.

2 I beseech Euodias, and beseech Syntyche, that they be of the same mind in the Lord.

3 And I entreat thee also, true yokefellow, help those women which laboured with me in the gospel, with Clement also, and with other my fellowlabourers, whose names are in the book of life.

4 Rejoice in the Lord alway: and again I say, Rejoice.

5 Let your moderation be known unto all men. The Lord is at hand.

6 Be careful for nothing; but in every thing by prayer and supplication with thanksgiving let your requests be made known unto God.

7 And the peace of God, which passeth all understanding, shall keep your hearts and minds through Christ Jesus.

8 Finally, brethren, whatsoever things are true, whatsoever things are honest, whatsoever things are just, whatsoever things are pure, whatsoever things are lovely, whatsoever things are of good report; if there be any virtue, and if there be any praise, think on these things.

9 Those things, which ye have both learned, and received, and heard, and seen in me, do: and the God of peace shall be with you.

Philippians 4 in Tamil and English

1 ମାେ ପ୍ରିୟ ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମାରେ ଆନନ୍ଦ ଓ ମାରେ ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଚାଲିଥାଅ।
Therefore, my brethren dearly beloved and longed for, my joy and crown, so stand fast in the Lord, my dearly beloved.

2 ଇଯଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠା ରେ ଏକମତ ହବୋକୁ ମୁଁ ନିବଦନେ କରେ।
I beseech Euodias, and beseech Syntyche, that they be of the same mind in the Lord.

3 ହେ ବନ୍ଧୁ, ତୁମ୍ଭେ ଯେ ହତେୁ ମାେ ସହିତ ବିଶ୍ବସ୍ତ ଭାବରେ ସବୋ କରୁଛ, ଯେଉଁ ସ୍ତ୍ରୀ ଲୋକମାନେ ମୁଁ ସୁସମାଚାର ପ୍ରଚାର କଲା ବେଳେ ମାେ ସହିତ ପରିଶ୍ରମ କରିଅଛନ୍ତି, ସମାନଙ୍କେୁ ସାହାୟ୍ଯ କର ବୋଲି ତୁମ୍ଭକୁ ମୁଁ ନିବଦନେ କରେ। ସମାନେେ କ୍ଲମେନ୍େସ ଏବଂ ମାରେ ଅନ୍ୟ ସହକାରୀମାନଙ୍କ ସହିତ ସବୋକାର୍ୟ୍ଯ କରିଛନ୍ତି। ସମାନଙ୍କେ ନାମ ଜୀବନ-ପୁସ୍ତକ288 ରେ ଲଖାେଅଛି।
And I entreat thee also, true yokefellow, help those women which laboured with me in the gospel, with Clement also, and with other my fellowlabourers, whose names are in the book of life.

4 ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।
Rejoice in the Lord alway: and again I say, Rejoice.

5 ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଆସୁଛନ୍ତି।
Let your moderation be known unto all men. The Lord is at hand.

6 କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।
Be careful for nothing; but in every thing by prayer and supplication with thanksgiving let your requests be made known unto God.

7 ପରମେଶ୍ବରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠା ରେ ସୁରକ୍ଷା କରି ରଖିବ। ପରମେଶ୍ବରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।
And the peace of God, which passeth all understanding, shall keep your hearts and minds through Christ Jesus.

8 ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।
Finally, brethren, whatsoever things are true, whatsoever things are honest, whatsoever things are just, whatsoever things are pure, whatsoever things are lovely, whatsoever things are of good report; if there be any virtue, and if there be any praise, think on these things.

9 ମାଠାରୁେ ଯାହା ସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମାେତେ ଯାହାସବୁ କରିଥିବା ଦେଖିଛ, ସଗେୁଡ଼ିକୁ କର। ଶାନ୍ତିଦାତା ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
Those things, which ye have both learned, and received, and heard, and seen in me, do: and the God of peace shall be with you.