Base Word
אֲגַם
Short Definitiona marsh; hence a rush (as growing in swamps); hence a stockade of reeds
Long Definitionpool, troubled pool
Derivationfrom an unused root (meaning to collect as water)
International Phonetic Alphabetʔə̆ˈɡɑm
IPA modʔə̆ˈɡɑm
Syllableʾăgam
Dictionuh-ɡAHM
Diction Moduh-ɡAHM
Usagepond, pool, standing (water)
Part of speechn-m

ଯାତ୍ରା ପୁସ୍ତକ 7:19
ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣକୁ କୁହ ସେ ତା'ର ଆଶାବାଡିକୁ ହାତ ରେ ଧରି ଏବଂ ଜଳଧାରଗୁଡିକୁ ଯଥା ନଦୀ, ହ୍ରଦ ଓ କନୋଲ ଯେଉଁଠା ରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତବେେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତ ରେ ପରିଣତ ହେଲା। ଏହିପରିକି କାଠ ପାତ୍ର ଓ ପ୍ରସ୍ତର ପାତ୍ର ରେ ଥିବା ଜଳସବୁ ରକ୍ତ ରେ ପରିଣତ ହେଲା।

ଯାତ୍ରା ପୁସ୍ତକ 8:5
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣକୁ କୁହ ସେ ତା'ର ଆଶାବାଡିକୁ ଧରି ନଦୀ, ହ୍ରଦ, କନୋଲ, ସବୁଆଡେ ବୁଲାଉ। ଏହାପରେ ବେଙ୍ଗମାନେ ମିଶରର ସ୍ଥଳଭାଗ ରେ ଉଠି ଆସିବେ।

ଗୀତସଂହିତା 107:35
କିନ୍ତୁ ପରମେଶ୍ବର ମଧ୍ଯ ମରୁଭୂମିକୁ ଜଳାଶଯରେ ପରିବର୍ତ୍ତିତ କରିପାରନ୍ତି। ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।

ଗୀତସଂହିତା 114:8
ପରମେଶ୍ବର ହେଉଛନ୍ତି ସହେି ୟାହାଙ୍କ ୟୋଗୁ ପର୍ବତରୁ ଝରଣା ବୁହାଇଲେ ଓ ପରମେଶ୍ବର ଚକ୍ମକି ପଥରକୁ ନିର୍ଝର ବୁହାଇଲେ।

ଯିଶାଇୟ 14:23
ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, ମୁଁ ମନୁଷ୍ଯର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶଯ ରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦବେି।'

ଯିଶାଇୟ 35:7
ମରିଚିକା ଜଳାଶଯ ହବେ। ଶୁଷ୍କ ମରୁଭୂମି ନିର୍ଝରମଯ ହବେ। ଶୃଗାଳମାନଙ୍କ ବାସ ସ୍ଥାନ ରେ ନଳ ଓ ତଣ୍ଡିବଣ ଜନ୍ମିବ।

ଯିଶାଇୟ 41:18
ଆମ୍ଭେ ବୃକ୍ଷଶୂନ୍ଯ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା, ଉପତ୍ୟକାର ମଧ୍ଯ ଭାଗ ରେ ଝରଣାମାନ ଫିଟାଇବା, ପ୍ରାନ୍ତରକୁ ଜଳାଶଯ ଓ ଶୁଷ୍କ ଭୂମିରେ ନିର୍ଝର ଜଳ ପ୍ରବାହିତ କରାଇବା।

ଯିଶାଇୟ 42:15
ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ବଂସ କରିବୁ ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ। ନଦନଦୀକୁ ଦ୍ବୀପ ରେ ପରିଣତ କରିବୁ ଓ ଜଳାଶଯକୁ ଶୁଷ୍କ କରିବୁ।

ଯିରିମିୟ 51:32
ପୁଣି ତା'ର ନଦୀପାର ଘାଟସବୁ ଅଧିକୃତ ହାଇେଅଛି ଓ ନଳବଣ ସବୁ ଅଗ୍ନି ରେ ଦଗ୍ଧିଭୂତ ହାଇେଅଛି। ଆଉ ତା'ର ୟୋଦ୍ଧାଗଣ ଭୟଭୀତ ହାଇେଅଛନ୍ତି।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்