Base Word
בָּחִיר
Short Definitionselect
Long Definitionchosen, choice one, chosen one, elect (of God)
Derivationfrom H0977
International Phonetic Alphabetbɔːˈħɪi̯r
IPA modbɑːˈχiːʁ
Syllablebāḥîr
Dictionbaw-HEER
Diction Modba-HEER
Usagechoose, chosen one, elect
Part of speechn-m

ଦିତୀୟ ଶାମୁୟେଲ 21:6
ତାହାରି ସନ୍ତାନମାନଙ୍କ ମଧ୍ଯରକ୍ସ୍ଟ ସାତଜଣ ପୁରୁଷ ଆମ୍ଭମାନଙ୍କ ହସ୍ତ ରେ ସମର୍ପିତ ହକ୍ସ୍ଟଅନ୍ତକ୍ସ୍ଟ। ତହିଁରେ ଆମ୍ଭମାନେେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବିଯୋନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମାନଙ୍କେୁ ଟଙ୍ଗାଇ ଦବୋ।

ପ୍ରଥମ ବଂଶାବଳୀ 16:13
ଇଶ୍ରାୟେଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି। ଯାକୁବର ବଂଶଧରମାନେ, ସଦାପ୍ରୁଙ୍କର ମନୋନୀତ ଲୋକ ଅଟନ୍ତି।

ଗୀତସଂହିତା 89:3
ତୁମ୍ଭେ କହିଲ, ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମାରେ ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।

ଗୀତସଂହିତା 105:6
ତୁମ୍ଭେ ହେଉଛ ତାଙ୍କର ସବେକ, ୟାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ଯକ୍ତି।

ଗୀତସଂହିତା 105:43
ପରମେଶ୍ବର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନେେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।

ଗୀତସଂହିତା 106:5
ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ମନୋନୀତ ଲୋକମାନଙ୍କର ଭଲ କାର୍ୟ୍ଯରେ ନିଯୋଜିତ ହବୋକୁ ଦିଅ। ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ, ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।

ଗୀତସଂହିତା 106:23
ପରମେଶ୍ବର ଚାହିଁଥିଲେ ସହେି ଲୋକମାନଙ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ କିନ୍ତୁ ମାଶାେ ତାହାଙ୍କ ମନୋନୀତ ବ୍ଯକ୍ତି ତାଙ୍କର କୋପ ଫରୋଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନାଶ କଲେ ନାହିଁ।

ଯିଶାଇୟ 42:1
ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।

ଯିଶାଇୟ 43:20
ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସମାନେେ ଆମ୍ଭର ଗୌରବ କରିବେ।

ଯିଶାଇୟ 45:4
ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ ଓ ଆମ୍ଭ ମନୋନୀତ ଇଶ୍ରାୟେଲ ନିମନ୍ତେ ଏହିକାର୍ୟ୍ଯ କରୁଅଛୁ। ତେଣୁ ଆମ୍ଭେ କୋରସ ନାମଧରି ଡ଼ାକୁଅଛୁ। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ଯ ଆମ୍ଭେ ତୁମ୍ଭକୁ ସହେି ଉପାଧି ଦଇେଅଛୁ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்