Base Word
בֹּהֶרֶת
Short Definitiona whitish spot on the skin
Long Definitionwhite patch of skin, brightness, bright spot (on skin) (possible sign of leprosy)
Derivationfeminine active participle of the same as H0925
International Phonetic Alphabetbo.hɛˈrɛt̪
IPA modbo̞w.hɛˈʁɛt
Syllablebōheret
Dictionboh-heh-RET
Diction Modboh-heh-RET
Usagebright spot
Part of speechn-f

ଲେବୀୟ ପୁସ୍ତକ 13:2
ଯବେେ କୌଣସି ମନୁଷ୍ଯର ଶରୀରର ଚର୍ମ ରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ କିମ୍ବା ତା'ର ଶରୀର ରେ ଚର୍ମ ରୋଗଜନିତ ଘା' ହୁଏ, ତବେେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ଯରୁ କୌଣସି ଯାଜକ ନିକଟକୁ ଅଣାୟିବା ଉଚିତ୍।

ଲେବୀୟ ପୁସ୍ତକ 13:4
ସମଯେ ସମଯେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦଖାୟୋଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନଥାଏ, ତବେେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତଦିନ ପର୍ୟ୍ଯନ୍ତ ପୃଥକ୍ କରି ରଖିବ।

ଲେବୀୟ ପୁସ୍ତକ 13:19
ଯଦି ସହେି ବଥ ସ୍ଥାନ ରେ ଶ୍ବତବେର୍ଣ୍ଣ ଫୁଲା କିମ୍ବା ରକ୍ତଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ସେ ତାହା ଯାଜକକୁ ଦଖାଇବେ।

ଲେବୀୟ ପୁସ୍ତକ 13:23
ମାତ୍ର ଯଦି ସହେି ଚିକ୍କଣ ଚିହ୍ନ ସ୍ବସ୍ଥାନ ରେ ଥାଇ ଆଉ ନ ବଢେ, ତବେେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

ଲେବୀୟ ପୁସ୍ତକ 13:24
ଯଦି ଚର୍ମ ଉପରେ ପୋଡାର ଗୋଟିଏ ଘା' ଥାଏ ଓ ସହେି ଦାହର ବଢିଲା ମାଂସ ରେ ରକ୍ତ ଶ୍ବତବେର୍ଣ୍ଣ କିମ୍ବା ଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ଯାଜକ ତାହା ଦେଖିବ।

ଲେବୀୟ ପୁସ୍ତକ 13:25
ଯଦି ଉଜ୍ଜ୍ବଳ ଚିହ୍ନ ରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ଚର୍ମର ନୀଚସ୍ଥ ଦଖାୟୋଏ, ତବେେ ତାହା କୁଷ୍ଠ ରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହାଇେଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠ ରୋଗ ଅଟେ।

ଲେବୀୟ ପୁସ୍ତକ 13:26
ମାତ୍ର ଯଦି ଯାଜକ ଦେଖିବ, ସହେି ଚିକ୍କଣ ଚିହ୍ନ ରେ ଶ୍ବତବେର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନୀଚସ୍ଥ ନ ହାଇେ ମଳିନ ହାଇେଥାଏ, ତବେେ ଯାଜକ ତାକୁ ସାତ ଦିନ ପୃଥକ୍ କରି ରଖିବ।

ଲେବୀୟ ପୁସ୍ତକ 13:28
ଯଦି ଉଜ୍ଜ୍ବଳ ଚିହ୍ନ ସହେି ଗୋଟିଏ ସ୍ଥାନ ରେ ରହି ବୃଦ୍ଧି ନପାଏ ଓ ମଲିନ ହାଇେଥାଏ, ତବେେ ତାହା ଦାହର ଫୁଲା, ଆଉ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ଯେ ହତେୁ ତାହା ଅଗ୍ନିଦାହର କ୍ଷତ ଚିହ୍ନ।

ଲେବୀୟ ପୁସ୍ତକ 13:38
ଯଦି କୌଣସି ବ୍ଯକ୍ତିର ଚର୍ମ ରେ ଧଳା ଛଉ ହାଇେଥାଏ।

ଲେବୀୟ ପୁସ୍ତକ 13:38
ଯଦି କୌଣସି ବ୍ଯକ୍ତିର ଚର୍ମ ରେ ଧଳା ଛଉ ହାଇେଥାଏ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்