Base Word
בָּדַל
Short Definitionto divide (in variation senses literally or figuratively, separate, distinguish, differ, select, etc.)
Long Definitionto divide, separate
Derivationa primitive root
International Phonetic Alphabetbɔːˈd̪ɑl
IPA modbɑːˈdɑl
Syllablebādal
Dictionbaw-DAHL
Diction Modba-DAHL
Usage(make, put) difference, divide (asunder), (make) separate (self, -ation), sever (out), × utterly
Part of speechv

ଆଦି ପୁସ୍ତକ 1:4
ପରମେଶ୍ବର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହାପ ରେ ପରମେଶ୍ବର ଆଲୋକକୁ ଅନ୍ଧକାରରୁ ଅଲଗା କଲେ।

ଆଦି ପୁସ୍ତକ 1:6
ଏହାପରେ ପରମେଶ୍ବର କହିଲେ, ଜଳ ମଧିଅରେ ବୃହତ ଗମ୍ବୁଜ ଜାତ ହାଇେ ଜଳକୁ ଦୁଇଭାଗ କରୁ!

ଆଦି ପୁସ୍ତକ 1:7
ଏହିପରି ପରମେଶ୍ବର ତାରଣେ ନିର୍ମାଣ କଲେ ଏବଂ ତାଣେ ଉପର ଜଳଠାରୁ ତାରଣେ ତଳ ଜଳକୁ ଅଲଗା କଲେ। ତହିଁରେ ସହେିପରି ହେଲା।

ଆଦି ପୁସ୍ତକ 1:14
ଏହାପରେ ପରମେଶ୍ବର କହିଲେ, ଆକାଶର ତାରଣେ ରେ ଜ୍ଯୋତିଗଣ ଉତ୍ପନ୍ନ ହୁଅନ୍ତୁ। ସହେି ଜ୍ଯୋତିଗଣ ରାତ୍ରରୁ ଦିନକୁ ପୃଥକ୍ କରିବେ। ସହେି ଜାତିଗେଣ ଋତୁ, ଦିନ ଓ ବର୍ଷଗୁଡ଼ିକର ସମୟକାଳ ଦଖାଇବୋ ପାଇଁ ଚ଼ିହ୍ନ ରୂପେ ବ୍ଯବହୃତ ହବେ।

ଆଦି ପୁସ୍ତକ 1:18
ପରମେଶ୍ବର ଦୀପ୍ତିଗଣଙ୍କୁ ଆକାଶ ମଣ୍ଡଳ ରେ ଦିନ ଓ ରାତ୍ରିକୁ କତ୍ତୁର୍ତ୍ବ କରିବା ପାଇଁ ସ୍ଥାପନ କଲେ। ଏହି ଜାତିଗେଣ ଅନ୍ଧକାରରୁ ଆଲୋକକୁ ପୃଥକ୍ କଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।

ଯାତ୍ରା ପୁସ୍ତକ 26:33
ସୁବର୍ଣ୍ଣ କଡା ରେ ସହେି ପରଦା ଟାଙ୍ଗି ଦିଅ। ତା'ପରେ ପରଦାର ପଛପଟ ନିଯମ-ସିନ୍ଦୁକ ରଖ। ସହେି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍।

ଲେବୀୟ ପୁସ୍ତକ 1:17
ତା'ପରେ ସେ ଯାଜକ ତା'ର ଦୁଇ ପକ୍ଷକୁ ଚିରିବ ମାତ୍ର ତାକୁ ଦୁଇ ଖଣ୍ଡ କରିବ ନାହିଁ। ତା'ପରେ ଯାଜକ ଏହାକୁ ସମ୍ପୁର୍ଣ୍ଣଭାବରେ ବଦେୀ ରେ ଥିବା ଅଗ୍ନିକାଠ ମଧିଅରେ ଦଗ୍ଧ କରିବ। ଏହି ହାମବେଳି ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନବୈେଦ୍ଯ ହବେ।

ଲେବୀୟ ପୁସ୍ତକ 5:8
ପୁଣି ସେ ସଗେୁଡିକୁ ଯାଜକ ନିକଟକୁ ଆଣିବ। ଯାଜକ ପ୍ରଥମେ ପାପାର୍ଥକ ନବୈେଦ୍ଯ ଉତ୍ସର୍ଗ କରି, ତା'ର ବକରେୁ ମୁଣ୍ଡ ମାେଡିବ ମାତ୍ର ତାକୁ ଦୁଇଭାଗ କରିବ ନାହିଁ।

ଲେବୀୟ ପୁସ୍ତକ 10:10
ତାହାଦ୍ବାରା ତୁମ୍ଭମାନେେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ସ୍ପଷ୍ଟ ଭାବରେ ଜାଣିପାରିବ।

ଲେବୀୟ ପୁସ୍ତକ 11:47
ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷଯ ରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ଯବସ୍ଥା ଅଟେ। ତେଣୁ ସମାନେେ କେଉଁ ପ୍ରାଣୀ ଭକ୍ଷ୍ଯ ଓ କେଉଁ ପ୍ରଣୀ ଅଭକ୍ଷ୍ଯ ଜାଣି ପାରିବେ।

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்