Base Word
בָּדָד
Short Definitionseparate; adverb, separately
Long Definition(n m) isolation, withdrawal, separation
Derivationfrom H0909
International Phonetic Alphabetbɔːˈd̪ɔːd̪
IPA modbɑːˈdɑːd
Syllablebādād
Dictionbaw-DAWD
Diction Modba-DAHD
Usagealone, desolate, only, solitary
Part of speechn-m

ଲେବୀୟ ପୁସ୍ତକ 13:46
ତାହାଠା ରେ ଯେତଦେିନ ୟାଏ ଘା' ରହିବ, େସତଦେିନ ୟାଏ ସେ ଅଶୁଚି ରହିବ, ସେ ଅଶୁଚି ଯୋଗୁଁ ଏକାକୀ ବାସ କରିବ ଓ ଛାଉଣୀର ବାହା ରେ ତାହାର ବାସସ୍ଥାନ ରହିବ।

ଗଣନା ପୁସ୍ତକ 23:9
ମୁଁ ସମାନଙ୍କେୁ ପର୍ବତ ଶିଖରରୁ ଦେଖୁଅଛି। ମୁଁ ସମାନଙ୍କେୁ ଗରି ଶ୍ ରଣେିରୁ ଦେଖୁଅଛି। ସମାନେେ ନିଜ ପାଇଁ ବଞ୍ଚନ୍ତି। ସମାନେେ ନିଜକୁ ଦେଶର ଏକ ଅଂଶ ବୋଲି ବିବଚେନା କରନ୍ତି ନାହିଁ।

ଦିତୀୟ ବିବରଣ 32:12
ସଦାପ୍ରଭୁ ଏକାକୀ ୟାକୁବକୁ ଗମନ କରାଇଲେ। ତାଙ୍କ ସହିତ କୌଣସି ବିଦେଶୀ ଦବଗେଣ ନ ଥିଲେ।

ଦିତୀୟ ବିବରଣ 33:28
ତେଣୁ ଇଶ୍ରାୟେଲୀୟମାନେ ନିରାପଦ ରେ ବାସ କରିପାରିବେ। ୟାକକ୍ସ୍ଟବର ନିର୍ଝର ଏକାକୀ ଶସ୍ଯ ଓ ଦ୍ରାକ୍ଷାରସ ମଯ ଦେଶ ରେ ବାସ କଲା। ତାଙ୍କର ଆକାଶ ଶିଶିର ଝରାଏ।

ଗୀତସଂହିତା 4:8
ମୁଁ ବିଛଣାରେ ଶାନ୍ତିରେ ଶଯନ କରେ, କାରଣ ହେ ସଦାପ୍ରଭୁ ତୁମ୍ଭେ ମାେତେ ରକ୍ଷାକରି ନିରାପଦରେ ଶାଇେବାକୁ ସୁଯୋଗ ଦଇେଛ।

ଯିଶାଇୟ 27:10
ସଦେିନ ସହେି ସୁଦୃଢ଼ ପ୍ରାନ୍ତର ତୁଲ୍ଯ ଜନଶୂନ୍ଯ ହବେ। ଏହା ଏକ ମରୁଭୂମିରେ ପରିଣତ ହବେ। ନିର୍ଜନ ଓ ପରିତ୍ଯକ୍ତ ବସତି ସ୍ଥାନ ହବେ। ସେ ସ୍ଥାନ ରେ ଗୋରୁପଲ ଚରିବେ ଓ ଶଯନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ।

ଯିରିମିୟ 15:17
ମୁଁ ଆମାଦେ ପ୍ରମାଦେକାରୀମାନଙ୍କ ସଭା ରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମାେତେ ମାରେ ଚତୁପାଶର୍‌ବସ୍ଥ ମନ୍ଦ ଯୋଗୁଁ କୋର୍ଧ ରେ ପୂର୍ଣ୍ଣ କରିଅଛ।

ଯିରିମିୟ 49:31
ସଦାପ୍ରଭୁ କହନ୍ତି, ଯେଉଁ ଦେଶ କବାଟ ବିହୀନ ଓ ହୁଡ଼ୁକା ନ ଥିବା ସ୍ଥାନ ରେ ରହି ନିଜକୁ ନିରାପଦ ମନେ କରୁଛନ୍ତି, ' ସହେିମାନଙ୍କୁ ଆକ୍ରମଣ କର।'

ଯିରିମିୟଙ୍କ ବିଳାପ 1:1
ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି, ଏକଦା ସହେି ସହର ଲୋକପୂର୍ଣ୍ଣ ଥିଲା, ୟିରୁଶାଲମ ପୃଥିବୀର ମହାନ୍ ନଗରୀମାନଙ୍କ ମଧିଅରେ ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ଯ ଅଛି। ସେ ୟିଏକି ଜଣେ ରାଜକୁମାରୀ ପରି ଥିଲା, ବର୍ତ୍ତମାନ ସେ କିପରି କରଦାଯିନୀ ଦାସୀପରି ହାଇେଅଛି।

ଯିରିମିୟଙ୍କ ବିଳାପ 3:28
ସଦାପ୍ରଭୁ ଯାହାର କାନ୍ଧ ରେ ୟୁଆଳି ରଖନ୍ତି, ସେ ଏକାକୀ ନୀରବ ରେ ବସିରହୁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்