Base Word
אֲגָגִי
Short Definitionan Agagite or descendent (subject) of Agag
Long Definitionsaid of Haman, Haman the Agagite
Derivationpatrial or patronymic from H0090
International Phonetic Alphabetʔə̆.ɡɔːˈɡɪi̯
IPA modʔə̆.ɡɑːˈɡiː
Syllableʾăgāgî
Dictionuh-ɡaw-ɡEE
Diction Moduh-ɡa-ɡEE
UsageAgagite
Part of speecha

ଏଷ୍ଟର ବିବରଣ 3:1
ଏହିସବୁ ଘଟଣା ପରେ ଅକ୍ଷଶ୍ବରେଶ ରାଜା ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ ରେଷ୍ଠ ଆସନ ଦଲୋ।

ଏଷ୍ଟର ବିବରଣ 3:10
ଏଥି ରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀଯ କାଢି ୟିହୁଦୀଯମାନଙ୍କର ବୌରି ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଦଲୋ।

ଏଷ୍ଟର ବିବରଣ 8:3
ଏଷ୍ଟର ରାଜା ନିକଟରେ ପୁନର୍ବାର ନିବଦନେ କଲା, ପୁଣି ୟିହୁଦୀଯମାନଙ୍କ ପ୍ରତିକୂଳ ରେ ଅଗାଗୀଯ ହାମନର କୃତ ଅମଙ୍ଗଳ ଓ ତାର କଳ୍ପିତ କଳ୍ପନା ନିବାରାଣାର୍ଥେ ତାହାର ଚରଣ ରେ ପଡି ରୋଦନ କରି ପ୍ରାର୍ଥନା କଲା।

ଏଷ୍ଟର ବିବରଣ 8:5
ଏବଂ କହିଲା, ଯବେେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯବେେ ରାଜାଙ୍କ ଦୁଷ୍ଟି ରେ ମୁଁ ଅନୁଗ୍ରହ ପାଇଅଛି, ଦୟାକରି ମାେ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତବେେ ମହାରାଜାଙ୍କର ସମୁଦାଯ ପ୍ରଦେଶସ୍ଥ ୟିହୁଦୀଯମାନଙ୍କୁ ବିନାଶ କରିବା ପାଇଁ ଅଗାଗୀଯ ହମ୍ମାଦାଥାର ପୁତ୍ର ହାମନ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦଇେଥିଲା, ତାହା ପ୍ରତ୍ଯାହୃତ କରାଯାଉ।

ଏଷ୍ଟର ବିବରଣ 9:24
କାରଣ ସମୁଦାଯ ୟିହୁଦୀଯ ଲୋକର ଶତୃ ଅଗାମୀଯ ହମ୍ମଦାଥାର ପୁତ୍ର ହାମନ୍ ସମାନଙ୍କେୁ ବିନାଶ କରିବାର ସଂକଳ୍ପ କରି ସମାନଙ୍କେୁ ଲୁପ୍ତ ଓ ବିନାଶ କରିବା ପାଇଁ ପୂର ଅର୍ଥାତ୍ ଲୋଟ ଦ୍ବାରା ସମାନେେ ନିଷ୍ପତ୍ତି କରିଥିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்