Base Word
תְּנוּפָה
Short Definitiona brandishing (in threat); by implication, tumult; specifically, the official undulation of sacrificial offerings
Long Definitionswinging, waving, wave offering, offering
Derivationfrom H5130
International Phonetic Alphabett̪ɛ̆.n̪uːˈpɔː
IPA modtɛ̆.nuˈfɑː
Syllabletĕnûpâ
Dictionteh-noo-PAW
Diction Modteh-noo-FA
Usageoffering, shaking, wave (offering)
Part of speechn-f

ଯାତ୍ରା ପୁସ୍ତକ 29:24
ଏହିସବୁ ନଇେ ହାରୋଣ ଏବଂ ତା'ର ପୁତ୍ରମାନଙ୍କ ସମ୍ମୁଖ ରେ ହାତ ରେ ଧରିବେ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବିଶିଷ୍ଟ ନବୈେଦ୍ଯ ହବେ।

ଯାତ୍ରା ପୁସ୍ତକ 29:26
ହାରୋଣଙ୍କର ଉତ୍ସର୍ଗୀକୃତ ଅଣ୍ଡିରା ମଷେର ଛାତି ନିଅ ଏବଂ ଏହାକୁ ବିଶଷେ ନବୈେଦ୍ଯରୂପେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧର। ଏହା ତୁମ୍ଭର ଅଂଶ ହବେ।

ଯାତ୍ରା ପୁସ୍ତକ 29:27
ଉତ୍ସର୍ଗୀକୃତ ମଷେର ଛାତି ଓ ଗୋଡ଼କୁ ନିଅ ଏବଂ ଏହାକୁ ପବିତ୍ର ରୂପେ ପୃଥକ୍ କର। ଏହି ଅଂଶସବୁ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଅ।

ଯାତ୍ରା ପୁସ୍ତକ 35:22
ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ବଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଉରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀଯ ହାର ପ୍ରଭୃତି ସ୍ବର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।

ଯାତ୍ରା ପୁସ୍ତକ 38:24
ଅଣତିରିଶ ତାଳନ୍ତ ଓ 730 ଶକେଲ ସୁବର୍ଣ୍ଣ ଅଧିକାରୀମାନଙ୍କ ଦ୍ବାରା ମପାୟାଇ ପବିତ୍ର ସ୍ଥାନ ନିର୍ମାଣ ନିମନ୍ତେ ଦିଆଗଲା।

ଯାତ୍ରା ପୁସ୍ତକ 38:29
ପିତ୍ତଳର ନବୈେଦ୍ଯ ସତୁରି ତାଳନ୍ତ 2 ,400 ଶକେଲ ଥିଲା।

ଲେବୀୟ ପୁସ୍ତକ 7:30
ତା'ର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦୋଳନୀଯ ନବୈେଦ୍ଯ ଆଣିବ। ସେ ବକ୍ଷ ଏବଂ ମଦେ ଆଣି ଯାଜକକୁ ଦବୋ ଉଚିତ୍। ସହେି ବକ୍ଷ ତା'ର ଆଗ ରେ ଉଠାୟାଇ ସଦାପ୍ରଭୁଙ୍କୁ ଉପହାର ଦିଆୟିବ।

ଲେବୀୟ ପୁସ୍ତକ 7:34
ମୁଁ (ସଦାପ୍ରଭୁ) ଇଶ୍ରାୟେଲ ସନ୍ତାନଗଣର ମଙ୍ଗଳାର୍ଥକ ନବୈେଦ୍ଯରୁ ବକ୍ଷ ଓ ଚଟୁଆ ନଇେ ଚିରକାଳ ଦଯେ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦଇେଅଛି।

ଲେବୀୟ ପୁସ୍ତକ 8:27
ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତ ରେ ସହେିସବୁ ଦଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ।

ଲେବୀୟ ପୁସ୍ତକ 8:29
ଆଉ ମାଶାେ ବକ୍ଷ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ। ପଦ ନି ଯୋଗର୍ଥକ ମଷେର ଏହି ଅଂଶ ମାଶାଙ୍କେର ହେଲା। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।

Occurences : 30

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்