Base Word
תְּמוּרָה
Short Definitionbarter, compensation
Long Definitionthat which is exchanged, exchange, substitute, recompense
Derivationfrom H4171
International Phonetic Alphabett̪ɛ̆.muːˈrɔː
IPA modtɛ̆.muˈʁɑː
Syllabletĕmûrâ
Dictionteh-moo-RAW
Diction Modteh-moo-RA
Usage(ex-)change(-ing), recompense, restitution
Part of speechn-f

ଲେବୀୟ ପୁସ୍ତକ 27:10
କାରଣ ସହେି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳ ରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ଯକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତବେେ ସେ ତା' ବଦଳ ରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳ ରେ ମନ୍ଦ ପଶୁ କି ମନ୍ଦ ବଦଳ ରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତବେେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହବେେ।

ଲେବୀୟ ପୁସ୍ତକ 27:33
ତାହା ଭଲ କି ମନ୍ଦ ପଶୁ ମାଲିକ ଅନୁସନ୍ଧାନ କରିବ ନାହିଁ। ଆଉ ମଧ୍ଯ ତାହା ବଦଳ କରିବ ନାହିଁ। ଯଦି ବଦଳ କରେ ତବେେ ଉଭୟ ପଶୁ ପବିତ୍ର ହବେେ ଓ ତାହା ମୁକ୍ତ କରାୟିବ ନାହିଁ।

ରୂତର ବିବରଣ 4:7
ବହକ୍ସ୍ଟଦିନ ପୂର୍ବରକ୍ସ୍ଟ ଯେତବେେଳେ ଲୋକମାନେ ସମାନଙ୍କେର କଠଉ ଅନ୍ୟକକ୍ସ୍ଟ ଦିଅନ୍ତି, ଏହା ଇଶ୍ରାୟେଲ ରେ ବନ୍ଧକ ସଐତ୍ତି ମକ୍ସ୍ଟକକ୍ସ୍ଟଳାଇବାର ସାକ୍ଷୀ ଅଟେ।

ଆୟୁବ ପୁସ୍ତକ 15:31
ଦୁଷ୍ଟଲୋକ ନିଜକୁ ଭ୍ରାନ୍ତ କରିବ ନାହିଁ ଯେତବେେଳେ ସେ ଅସାର ବିଷଯ ବିଶ୍ବାସ କରେ। କାହିଁକି ? ସେ କିଛି ପାଇବ ନାହିଁ।

ଆୟୁବ ପୁସ୍ତକ 20:18
ଦୁଷ୍ଟ ଲୋକ ତା'ର ଲାଭ ଫରୋଇବାକୁ ବାଧ୍ଯ ହବେ। ସେ ଯାହା ପାଇଁ ଏତେ କଷ୍ଟ ସ୍ବୀକାର କଲା, ତାକୁ ସେ ଭୋଗ କରିପାରିବ ନାହିଁ।

ଆୟୁବ ପୁସ୍ତକ 28:17
ଜ୍ଞାନ ସୁନା ଓ ମୂଲ୍ଯବାନ ପଥରଠାରୁ ଅଧିମ ମୂଲ୍ଯବାନ। ମୂଲ୍ଯବାନ ସ୍ବଚ୍ଛ ଉଜ୍ଜଳ ସୁନା ମଧ୍ଯ ଜ୍ଞାନକୁ କିଣିପାରିବ ନାହିଁ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்