Base Word
תָּמַהּ
Short Definitionto be in consternation
Long Definitionto be astounded, be stunned, be amazed, be dumbfounded
Derivationa primitive root
International Phonetic Alphabett̪ɔːˈmɑh
IPA modtɑːˈmɑh
Syllabletāmah
Dictiontaw-MA
Diction Modta-MA
Usagebe amazed, be astonished, marvel(-lously), wonder
Part of speechv

ଆଦି ପୁସ୍ତକ 43:33
ଯୋଷଫେର ଭାଇମାନେ ଯୋଷଫେର ଆଗ ଟବେୁଲ ରେ ଖାଇ ବସିଲେ। ତା'ର ଭାଇମାନେ ବଡ଼ରୁ ସାନ କ୍ରମ ରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଚାହୁଁଥାନ୍ତି। କ'ଣ ସବୁ ଘଟୁଛି ସମାନେେ ଆଶ୍ଚର୍ୟ୍ଯ ହେଉଥାନ୍ତି।

ଆୟୁବ ପୁସ୍ତକ 26:11
ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ ପରମେଶ୍ବର ତାକୁ ଧମକ ଦେଲେ ଉଭୟ କମ୍ପି ଉେଠ।

ଗୀତସଂହିତା 48:5
କିନ୍ତୁ ସହେି ରାଜାମାନେ ସଠାେରେ ୟାହା ଦେଖିଲେ ସେଥିରେ ସମାନେେ ଆଶ୍ଚର୍ୟ୍ଯ ହେଲେ। ସମାନଙ୍କେ ମଧ୍ୟରେ ଆତଙ୍କ ଖଳେିଗଲା ଓ ସମାନେେ ଦୌଡ଼ି ପଳାଇ ଗଲେ।

ଉପଦେଶକ 5:8
କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।

ଯିଶାଇୟ 13:8
ପ୍ରେତ୍ୟକକ ଲୋକ ଭୟ କରିବେ। ପ୍ରସବକାଳୀନ ସ୍ତ୍ରୀଲୋକର ବଦନୋ ପରି ସମାନଙ୍କେର ଭୟ ସମାନଙ୍କେୁ ଅନୁରୂପ ବଦନୋ ଦବେ। ସମାନଙ୍କେର ମୁଖମଣ୍ଡଳ ନିଆଁ ପରି ଲାଲ ହବେ। ଲୋକମନେ ପରସ୍ପରକୁ ଦେଖିବେ ଏବଂ ଆଶ୍ଚର୍ୟ୍ଯ ହବେେ।

ଯିଶାଇୟ 29:9
ତୁମ୍ଭମାନେେ ଅଜ୍ଞାତ ଓ ଚମତ୍କୃତ ହୁଅ। ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ। ଟଳଟଳ ହୁଅ, କିନ୍ତୁ ସୁରାପାନ ରେ ନୁହେଁ।

ଯିରିମିୟ 4:9
ସହେିଦିନ ସଦାପ୍ରଭୁ କହିଲେ, ରାଜା ଓ ତାଙ୍କର ଅଧିପତିଗଣ ସାହସ ହରାଇବେ। ଯାଜକଗଣ ଭୟଭୀତ ହବେେ ଓ ଭବିଷ୍ଯଦବକ୍ତାମାନେ କ'ଣ କହିବାକୁ ହବେ ଜାଣିପାରିବେ ନାହିଁ।

ହବକକୂକ 1:5
ସଦାପ୍ରଭୁ ଉତ୍ତର ଦେଲେ, ଅନ୍ୟ ଗୋଷ୍ଠୀଗୁଡିକୁ ଗ୍ଭହିଁ। ସମାନଙ୍କେୁ ଲକ୍ଷ୍ଯ କର ଏବଂ ତୁମ୍ଭେ ଆଶ୍ଚର୍ୟ୍ଯାନ୍ବିତ ହବେ। ତୁମ୍ଭର ଜୀବନ କାଳ ମଧିଅରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ୟ୍ଯାନ୍ବିତ କରିବ। ଯଦି କହେି ତୁମ୍ଭକୁ କ ହେ, କ'ଣ ହବୋକୁ ଯାଉଥିଲା, ତୁମ୍ଭେ କବେେ ବିଶ୍ବାସ କରି ନଥାନ୍ତ।

ହବକକୂକ 1:5
ସଦାପ୍ରଭୁ ଉତ୍ତର ଦେଲେ, ଅନ୍ୟ ଗୋଷ୍ଠୀଗୁଡିକୁ ଗ୍ଭହିଁ। ସମାନଙ୍କେୁ ଲକ୍ଷ୍ଯ କର ଏବଂ ତୁମ୍ଭେ ଆଶ୍ଚର୍ୟ୍ଯାନ୍ବିତ ହବେ। ତୁମ୍ଭର ଜୀବନ କାଳ ମଧିଅରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ୟ୍ଯାନ୍ବିତ କରିବ। ଯଦି କହେି ତୁମ୍ଭକୁ କ ହେ, କ'ଣ ହବୋକୁ ଯାଉଥିଲା, ତୁମ୍ଭେ କବେେ ବିଶ୍ବାସ କରି ନଥାନ୍ତ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்