Base Word
תּוֹלְדָה
Short Definition(plural only) descent, i.e., family; (figuratively) history
Long Definitiondescendants, results, proceedings, generations, genealogies
Derivationor תֹּלְדָה; from H3205
International Phonetic Alphabett̪o.lɛ̆ˈd̪ɔː
IPA modto̞w.lɛ̆ˈdɑː
Syllabletôlĕdâ
Dictiontoh-leh-DAW
Diction Modtoh-leh-DA
Usagebirth, generations
Part of speechn-f

ଆଦି ପୁସ୍ତକ 2:4
ଏହା ହେଲା ପୃଥିବୀ ଓ ଆକାଶର ଇତିହାସ। ଯେଉଁ ସମୟରେ ପରମେଶ୍ବର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସହେି ସମୟର ଇତିହାସ।

ଆଦି ପୁସ୍ତକ 5:1
ଏହା ହେଉଛି ଆଦମଙ୍କର ବଂଶାବଳୀର ଇତିହାସ। ପରମେଶ୍ବର ତାଙ୍କ ସାଦୃଶ୍ଯ ରେ ମନୁଷ୍ଯକୁ ସୃଷ୍ଟି କଲେ।

ଆଦି ପୁସ୍ତକ 6:9
ଏହା ନୋହର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ବରଙ୍କୁ ଅନୁସରଣ କରୁଥିଲେ।

ଆଦି ପୁସ୍ତକ 10:1
ନୋହର ପୁତ୍ରମାନେ ଥିଲେ, ଶମେ, ହାମ ଏବଂ ଯଫେତ୍। ବନ୍ଯାପରେ ଏହି ତିନିଜଣ ସମାନଙ୍କେର ସନ୍ତାନ ସନ୍ତତି ଜନ୍ମ ନଇେଥିଲେ।

ଆଦି ପୁସ୍ତକ 10:32
ନିଜ ନିଜ ଗୋଷ୍ଠୀ ରେ ସମାନଙ୍କେ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଲାବନ ପରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀ ରେ ବିଭକ୍ତ ହେଲେ।

ଆଦି ପୁସ୍ତକ 11:10
ଏହା ହେଉଛି ଶମେ ପରିବାରର ବିବରଣୀ, ଯେ ତବେଳେ ଶମେକୁ ଏକଶହ ବର୍ଷ ହାଇେଥିଲା ଏବଂ ବନ୍ଯାର ଦୁଇବର୍ଷ ପରେ ସେ ଅର୍ଫକଷଦର ପିତା ହେଲ।

ଆଦି ପୁସ୍ତକ 11:27
ଏହା ଅଟେ ତରହରେ ବଂଶାବଳୀ। ତରହେ ଥିଲେ ଅବ୍ରାମ, ନାହାରେ ଓ ହାରୋଣର ପିତା। ହାରୋଣ ଲୋଟକୁ ଜନ୍ମ କଲା।

ଆଦି ପୁସ୍ତକ 25:12
ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।

ଆଦି ପୁସ୍ତକ 25:13
ପ୍ରେତ୍ୟକକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଯଲରେ ଜେଷ୍ଠପୁତ୍ର ନବାଯୋତ୍ ତାହା ଉତ୍ତା ରେ କରଦେ ଓ ଅଦ୍ବଲେ ଓ ମିବ୍ସମ୍।

ଆଦି ପୁସ୍ତକ 25:19
ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇସ୍ହାକଙ୍କୁ ଜନ୍ମ କଲେ।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்