Base Word
אָשֵׁר
Short DefinitionAsher, a son of Jacob, and the tribe descended from him, with its territory; also a place in Palestine
Long Definitionson of Jacob and Zilpah
Derivationfrom H0833, happy
International Phonetic Alphabetʔɔːˈʃer
IPA modʔɑːˈʃeʁ
Syllableʾāšēr
Dictionaw-SHARE
Diction Modah-SHARE
UsageAsher
Part of speechn-pr

ଆଦି ପୁସ୍ତକ 30:13
ଲୟୋ କହିଲା, ମୁଁ ବହୁତ ଖୁସି! ୟୁବତୀଗଣ ମାେତେ ଆନନ୍ଦୀନି ବୋଲିବେ। ଏଣୁ ସେ ତା'ର ନାମ ଆଶରେ ଦଲୋ।

ଆଦି ପୁସ୍ତକ 35:26
ଗାଦ୍ ଓ ଆଶରେ ଲୟୋର ଦାସୀ ସିଳ୍ପାର ପୁତ୍ରଗଣ।

ଆଦି ପୁସ୍ତକ 46:17
ଆଶରରେ ପୁତ୍ରମାନେ ଥିଲେ, ୟିମ୍ନା, ୟିଶ୍ବା, ୟିଶ୍ବି, ବରୀଯ ଓ ସମାନଙ୍କେର ଭଉଣୀ, ସରହେ ଓ ବରଯର ପୁତ୍ର ହବରେ ଓ ମଲ୍କୀଯଲେ ଥିଲେ।

ଆଦି ପୁସ୍ତକ 49:20
ଆଶରେ ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ। ସେ ରାଜାଙ୍କୁ ରାଜକୀଯଭକ୍ଷ ଯୋଗଇବ।

ଯାତ୍ରା ପୁସ୍ତକ 1:4
ଦାନ, ନପ୍ତାଲି, ଗାଦ୍ ଓ ଆଶରେ।

ଗଣନା ପୁସ୍ତକ 1:13
ଆଶର ପରିବାରବର୍ଗର, ଆକ୍ରଣର ପୁତ୍ର ପଗୀଯଲେ।

ଗଣନା ପୁସ୍ତକ 1:40
ଆଶରେ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।

ଗଣନା ପୁସ୍ତକ 1:41
ଆଶରେ ଗୋଷ୍ଠୀର ପୁରୁଷ ଲୋକ ମାନଙ୍କ ମାଟେ ସଂଖ୍ଯା 41,500

ଗଣନା ପୁସ୍ତକ 2:27
ଦାନ ଗୋଷ୍ଠୀର ଛାଉଣୀ ପାଖ ରେ ଆଶରେ ଗୋଷ୍ଠୀର ଛାଉଣୀ ରହିବ; ଆକ୍ରଣର ପୁତ୍ର ପଗୀଯଲେ ଆଶରେ ସନ୍ତାନଗଣର ଅଧିପତି ହବେ।

ଗଣନା ପୁସ୍ତକ 2:27
ଦାନ ଗୋଷ୍ଠୀର ଛାଉଣୀ ପାଖ ରେ ଆଶରେ ଗୋଷ୍ଠୀର ଛାଉଣୀ ରହିବ; ଆକ୍ରଣର ପୁତ୍ର ପଗୀଯଲେ ଆଶରେ ସନ୍ତାନଗଣର ଅଧିପତି ହବେ।

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்